ଶୁକ୍ଳ କର୍ମା

ଉଇକିଅଭିଧାନ‌ରୁ

ଶୁକ୍ଳ କର୍ମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଣ—(ଶୁକ୍ଳ—ନିର୍ଦୋଷ ବା ବିଶୁଦ୍ଧ ଅଟେ କର୍ମ ଯାହାର ଶୁକ୍ଳ+କର୍ମଳ; ଶୁକ୍ଳକର୍ମାନ୍ ଶବ୍ଦ ୧ମା. ୧ବ)[ସମ୍ପାଦନା]

୧. ସତ୍କାର୍ଯ୍ୟକାରୀ —୧. Performing good or merotorious acts.
୨. ବିଶୁଦ୍ଧ— ଚରିତ୍ର —୨. Of pure character.