ଶ୍ରାଦ୍ଧ

ଉଇକିଅଭିଧାନ‌ରୁ

ଶ୍ରାଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶ୍ରାଧ— ଦେଶଜ - ରୂପ)

[ଶିରାଧ—ଗ୍ରାମ୍ୟ - ରୂପ]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶ୍ରଦ୍ଧା +ୟୁକ୍ତାର୍ଥେ. ଅ)[ସମ୍ପାଦନା]

ଶ୍ରଦ୍ଧାଯୁକ୍ତ —Devotional; reverent.

ବିଶେଷ୍ୟ -[ସମ୍ପାଦନା]

ପିତୃକୃତ୍ୟୁ; ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଯୁକ୍ତ ପୁତ୍ରାଦିଙ୍କଦ୍ୱାରା କରାଯିବା ପିଣ୍ଡଦାନାଦି ଅନୁଷ୍ଠାନ —Offering or oblation of rice- cakes made to one's deceased ancestors.

ଦେଶଜ - ବିଶେଷ୍ୟ - (ଶ୍ରାଦ୍ଧାକାଳରେ ପିତୃଗଣଙ୍କ ପୁନଃ ପୁନଃ ନାମୋଚ୍ଚାରଣେ କରାଗଲାପରି)[ସମ୍ପାଦନା]

ପୂର୍ବପୁରୁଷମାନଙ୍କ ନାମୋଚ୍ଚାରଣପୂର୍ବକ ଗାଳି —Abuse by utterting the names of the ancestors of the abused person.