ଶ୍ୱେତ ଭୃଙ୍ଗରାଜ

ଉଇକିଅଭିଧାନ‌ରୁ

ଶ୍ୱେତ ଭୃଙ୍ଗରାଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

କେଶଦୁଦୁରା; ଶ୍ୱେତ ପୁଷ୍ପଯୁକ୍ତ ଭୃଙ୍ଗରାଜ ଗୁଳ —The white-flowered Wedelia Calendulacia; the traling Eclipta.

[ଦ୍ରଷ୍ଟବ୍ୟ — ଭୃଙ୍ଗରାଜ କଳା ଓ ଧଳା ଫୁଲ ଭେଦରେ ଦୁଇ ପ୍ରକାର ଧଳାକୁ କେଶଦୁଦୁରା ବେଲାଯାଏ କଳାକୁ ଭୃଙ୍ଗରାଜ କହନ୍ତି

ଶ୍ୱେତ ଭୃଙ୍ଗରାଜ କଟୁତିକ୍ତ,ଉଷ୍ଣ— ବୀର୍ଯ୍ୟ, ରୁକ୍ଷ, ବଳକର, ରସାୟନ, କଫବାତନାଶକ, ଦନ୍ତର ଓ କେଶର ହିତକର

ଏହା ଶ୍ୱାସ, କାଶ, କୃମି, କୁଷ୍ଠ, ପାଣ୍ଠୁ, ଶୋଥ, ଶିରୋରୋଗ ଓ ନେତ୍ର ରୋଗରେ ଉପକାରୀ]