ସଁତିରିଶାଶହେ
ସଁତିରିଶାଶହେ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସଁତିରିଶାଶହେ
|
ସଅଁତିରିଶାଶଏ(ହେ), ସନ୍ତିରିଶାଶଏ(ହେ),ସଁତ୍ରିଶାଶଏ(ହେ), ସନ୍ତ୍ରିଶାଶଏ(ହେ)ଅନ୍ୟରୂପ
ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂଖ୍ୟାବାଚକ; ସଂସ୍କୃତ - ସପ୍ତ—ତ୍ରିଂଶୋତ୍ତରଶତ)[ସମ୍ପାଦନା]
ଏକଶ ସତିରିଶ; ୧୩୭: —One hundred thirty seven; ୧୩୭
(ଯଥା—ଏହିପରି ସତିରିଶା ଦୁଇଶହ =୨୩୭: ହୁଏ)