ସଂକରୀକରଣ
ସଂକରୀକରଣ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ସଂକର+ଅଭୂତତ୍ଭାବେ ଚି+କୃ ଧାତୁ+ ଭାବ. ଅନ)[ସମ୍ପାଦନା]
- ୧. ନାନାବିଧ ପାପାନ୍ତର୍ଗତ ପାପ ବିଶେଷ; ଖର, ଅଶ୍ୱ, ଉଷ୍ଟ୍ର, ମୃଗ, ହସ୍ତ୍ରୀ, ମେଷ, ଛାଗଳ, ମତ୍ସ୍ୟ, ଅହି, ମହିଷ, ଏହି ଜୀବମାନଙ୍କର ବଧ); ଗ୍ରାମ୍ୟ ଓ ଆରଣ୍ୟ ପଶୁମାନଙ୍କ ବଧ —୧. A sort of sin (amongst the nine kind of sins enumerated in the Hindu Ṡāstras.) commited by killing of certain animals.
- ୨. ବହୁ ପଦାର୍ଥର ଏକତ୍ର ମିଶ୍ରଣ —୨. Mixing up of many things.
- ୩. ଦୁଇ ବିଭିନ୍ନ ଜାତୀୟ ପଶୁ ବା ବୃକ୍ଷାଦିକୁ ଯୋଡ଼ କରାଇ ଦୁଇ ଜାତିର ଗୁଣବିଶିଷ୍ଟ ଜୀବ ବା ବୃକ୍ଷାଦି ଉତ୍ପାଦନ କରାଇବା କ୍ରିୟା —୩. Cross- breeding.
- ୪. ଜାତିଭ୍ରଂଶକରଣ —୪. Causing a person to lose his caste.