ସଂକଳ

ଉଇକିଅଭିଧାନ‌ରୁ

ସଂକଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍କଳ, ସଂକଳନ—ଅନ୍ୟରୂପ)

(ବ୍ୟଚକଳନ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (ସମ୍+କଳ୍ ଧାତୁ=ଗଣନା,ସଂଗ୍ରହ କରିବା+ ଭାବ. ଅ)[ସମ୍ପାଦନା]

୧. ସଂଗ୍ରହ —୧. Collection.
୨. ବହୁ ସଂଖ୍ୟାକ ଓ ବିସ୍ତୃତ ବସ୍ତୁର ଏକତ୍ରୀକରଣ —୨. Compilation; heaping up.
୩. (ଗଣିତ) ଯୋଗ; ମିଶାଣ —୩. (mathematics) Addition.