ସଂକଳ୍ପିତ
ସଂକଳ୍ପିତ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷଣ - (ସମ୍+କୃପ୍ ଧାତୁ+କର୍ମ. ତ)[ସମ୍ପାଦନା]
- ୧. ଅଭିଲଷିତ; ବାଞ୍ଛିତ —୧. Wished-for; desired.
- ୨. କର୍ତ୍ତବ୍ୟରୂପେ ସ୍ଥିରୀକୃତ —୨. Resolved to be done as a duty.
- ୩. ଯାହା (ବତାଦି) ସଂକଳ୍ପବାକ୍ୟଦ୍ୱାରା ଆରବ୍ଧ ହୋଇଅଛି —୩. (Rite) Formally avowed.
- ୪. ଚିନ୍ତିତ — ୪. Thought of.
- ୫. ଖ୍ୟାତ —୫. Famed.