ସଂକୀର୍ଣ୍ଣ ଦେହ
ସଂକୀର୍ଣ୍ଣ ଦେହ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂକୀର୍ଣ୍ଣାଙ୍ଗ, ସଂକୀର୍ଣ୍ଣକାୟ,ସଂକୀର୍ଣ୍ଣାବୟବ ସଂକୀର୍ଣ୍ଣାଦେହା, ସଂକୀର୍ଣ୍ଣାଙ୍ଗା, ସଂକୀର୍ଣ୍ଣ କାୟା, ସଂକୀର୍ଣ୍ଣାବୟବା ସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - (କର୍ମଧା)[ସମ୍ପାଦନା]
- ୧. ସଂକୁଚିତ ଶରୀର — ୧. Contracted body.
- ୨. କ୍ଷୁଦ୍ର ଦେହ —୨. Small body.
ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]
- ୧. (ବହୁବ୍ରୀହି) କ୍ଷୁଦ୍ର ଦେହ ବିଶିଷ୍ଟ — ୧. Small-bodied.
- ୨. ସଂକୁଚିତକାୟ; ଯାହାର ଶରୀର ସଂକୁଚିତ ହୋଇଅଛି —୨. With contracted body.