ସଂକୀର୍ତ୍ତନ ମଣ୍ଡଳ
ସଂକୀର୍ତ୍ତନ ମଣ୍ଡଳ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସଂକୀର୍ତ୍ତନ ମଣ୍ଡଳ
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ସଂକୀର୍ତ୍ତନକାରୀ ଦଳ ବା ପଞ୍ଚା — ୧. A band or choir of persons who perform Saṁkīrttana, (some singing, some striking the drums and other cymbals).
- ୨. ମେଳନ ଆଦି ଉପଲିଷରେ ବହୁ ସ୍ଥାନରୁ ଆସି ଏକ ସ୍ଥାନରେ ଉପସ୍ଥିତ ବହୁ ସଂକୀର୍ତ୍ତନ ଦଳ —୨. A number of Saṁkīttana parties assembled at a particular place on a particular occasion.