ସଂକୁଚିବା
ସଂକୁଚିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ସଂକୁଚିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ସଂକୁଚିତ)[ସମ୍ପାଦନା]
- ୧. ସଂକୁଚିତ ହେବା — ୧. To be contracted.
- ୧. ଲଜ୍ଜାରେ ଜଡ଼ ହେବା —୨. To be overtaken with modesty or bashfulness.
[ଉ— ଶ୍ରୀମତୀ ସଂକୁଚିଲେ ଲଜ୍ଜାଭର—କବିସୂର୍ଯ୍ୟ. ସଙ୍ଗୀତ]