ସଂଗୀତ ସାଗର
ସଂଗୀତ ସାଗର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ରୂପକ)[ସମ୍ପାଦନା]
ସାଗର ସଙ୍ଗେ ତୁଳନୀୟ ଅପରିମେୟ ସଂଗୀତ —Music or song compared to the sea in its vastness.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ସ୍ୱର୍ଗୀୟ ଦାମୋଦର ପଟ୍ଟନାୟକଙ୍କ ସଙ୍କଳିତ ଖଣ୍ଡ ଓଡ଼ିଆ ପ୍ରାଚୀନ ସଂଗ୍ରହ ପୁସ୍ତକ —Six books containing a collection of well-known Oriya songs compiled by the late Dāmodara Paṭṭanāyaka.