ସଂଘମିତ୍ରା
ଅଶୋକଙ୍କ କନ୍ୟାର ନାମ —Name of the daughter of king Aṡoka.
[ଦ୍ରଷ୍ଟବ୍ୟ —ସଂଘମିତ୍ରା ଓ ତାହାଙ୍କ ଭାଇ ମହେନ୍ଦ୍ର ବୌଦ୍ଧଧର୍ମ ପ୍ରଚାର କରିବା ପାଇଁ ଅଶୋକଙ୍କ କର୍ତ୍ତୃକ ସିଂହଳକୁ ପ୍ରେରିତ ହୋଇଥିଲେ]