ସଗର୍ବ

ଉଇକିଅଭିଧାନ‌ରୁ

ସଗର୍ବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଗର୍ବା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ସ+ଗର୍ବ; ବହୁବ୍ରୀହି)[ସମ୍ପାଦନା]

୧. ଗର୍ବିତ (ବ୍ୟକ୍ତି) —୧. Proud; arrogant.
୨. ଗର୍ବପୂର୍ଣ୍ଣ (ବାକ୍ୟ ବା ବ୍ୟବହାର) —୨. (word or act) Full of arrogance.



ସଗର୍ବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ସଗର୍ବରେ—ଅନ୍ୟରୂପ)

ଦେଶଜ - କ୍ରି.ବିଶେଷଣ - (ସଂସ୍କୃତ - ସଗର୍ବଂ)[ସମ୍ପାଦନା]

ଗର୍ବ ସହକାରେ; ଗର୍ବିତଭାବରେ —Proudly; arrogant ly; with arrogance.

[ଯଥା—ମୁଁ ସଗର୍ବରେ କହିପାରେ ଯେ, ମୋ ସାଆନ୍ତ ନିଷ୍କଳଙ୍କ ଚନ୍ଦ୍ର ଅଟନ୍ତି)