ସଦାନନ୍ଦ ହୃଦୟ

ଉଇକିଅଭିଧାନ‌ରୁ

ସଦାନନ୍ଦ ହୃଦୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଦାନନ୍ଦ ହୃଦୟା—ଅନ୍ୟରୂପ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସଦାନନ୍ଦ ଅଟେ ହୃଦୟ ଯାହାର)[ସମ୍ପାଦନା]

ସର୍ବଦା ଆନନ୍ଦମୟ; ସବୁବେଳେ ପ୍ରଫୁଲ୍ଲ ଚିତ୍ତ —Always joyful; always merry.