ସିଲଟ

ଉଇକିଅଭିଧାନ‌ରୁ

ଏହା ଏକ ଛୋଟ ସମତଳ ବସ୍ତୁ ।ଏହା ଲେଖିବା ପାଇଁ ବ୍ୟବହାର କରାଯାଏ । ଏଥିରେ ଲେଖିବା ପାଇଁ ଖଡିର ଆବଶ୍ୟକ ହୋଏଥାଏ । ଏଥିରେ ଥରେ ଲେଖିବା ପରେ ଲିଭାଇ ପୁଣି ଲେଖାଯାଇପାରେ ତେଣୁ ଶିକ୍ଷାରମ୍ଭ ସମୟରେ ପିଲାମାନେ ସିଲଟ ବ୍ୟବହାର କରିଥାନ୍ତି ।