ହରଗୌରା

ଉଇକିଅଭିଧାନ‌ରୁ
   ହରଗୌରା ଗଛ ଏକ ପ୍ରକାର ଫୁଲ ଗଛ ଅଟେ। ଏଥିରେ ଧଳା, ନାଲି, ବାଇଗଣୀ  ଇତ୍ୟାଦି ରଙ୍ଗର ଫୁଲ ଫୁଟେ।  ଏହାର ଉଚ୍ଚତା ପ୍ରାୟ 1-2ଫୁଟ ହୋଇପାରେ।