Wiktionary:ଆଲୋଚନା ସଭା

Wiktionary ରୁ
(WT:VILLAGEPUMP ରୁ ଲେଉଟି ଆସିଛି)

‌‌‌‌‌‌

ଆମ ଆଲୋଚନା ସଭା: ଏହା ବୈଷୟିକ (Technical) ଅସୁବିଧା ସବୁ ସୁଧାରିବା, ନୀତିନିୟମ ପାଳିବା ପାଇଁ ତିଆରି କରାଯାଇଛି । ଦୟାକରି ନିଜର ଦସ୍ତଖତ କରିବା ଓ ତାରିଖ ଦେବାପାଇଁ "~~~~" ନିଜ ମତ ପରେ ଟାଇପ କରନ୍ତୁ ନହେଲେ ଏଡିଟ ଟୁଲ ପତି (Edit Toolbar)ରେ ଥିବା ଦସ୍ତଖତ ଉପରେ କ୍ଲିକ କରନ୍ତୁ ।
ଆଲୋଚନା ସଭା

ଆଲୋଚନା ସଭାଟି ଓଡ଼ିଆ ଉଇକି ଅଭିଧାନରେ ଲେଖା ଲେଖି କରୁଥିବା ଲୋକଙ୍କ ଭିତରେ ଆଲୋଚନା କରିବା ପାଇଁ ତିଆରି କରାଯାଇଛି ।

ବିଷୟସୂଚୀ


Hello Users [ସମ୍ପାଦନା]

Just to inform you that the first letter of a template name should be lowercase here in wiktionary unlike wikipedia. Make sure when you create a template the first letter of the template should be lowercase. And the documentation format is different. So please try to follow the wiktionary format. Thank You. -ansuman

ନୂଆ ଲୋଗୋ [ସମ୍ପାଦନା]

ନୂଆ ଲୋଗୋ

ଆମ୍ଭେ ଏକ ନୂଆ ଲୋଗୋ ଓଡ଼ିଆ ଉଇକି ଅଭିଧାନ ନିମନ୍ତେ ଗଢ଼ିଛୁ ଯାହା ଆପଣମାନଙ୍କର ଅନୁମୋଦନରେ ହିଁ ପ୍ରକାଶିତ ହେବ, ତେଣୁ ନିଜର ମତାମତ ଏଠାରେ କ୍ଲିକ କରି ଦିଅନ୍ତୁ । Please give your view for the new logo for Odia Wiktionary by clicking here.

ସମର୍ଥନ ସମର୍ଥନ [ସମ୍ପାଦନା]

  1. ସୁଭାସିସ ପାଣିଗାହି ୧୭:୫୩, ୨୦ ଅକ୍ଟୋବର ୨୦୧୧ (UTC)
  2. କମଳାକାନ୍ତ ନାୟକ ୨୩:୪୬, ୨୦ ଅକ୍ଟୋବର ୨୦୧୧ (UTC)
  3. ansuman ୧୮:୨୪, ୨୦ ଅକ୍ଟୋବର ୨୦୧୧ (UTC)
  4. ଜ୍ଞାନରଞ୍ଜନ ସାହୁ ୨୩:୪୬, ୨୦ ଅକ୍ଟୋବର ୨୦୧୧ (UTC)
  5. ମୃତ୍ୟୁଞ୍ଜୟ କର ୧୧:୪୧, ୧୫ ନଭେମ୍ବର ୨୦୧୧ (UTC)

ଅଲଗା ମତ ଅଲଗା ମତ [ସମ୍ପାଦନା]

Bot flag for GedawyBot [ସମ୍ପାଦନା]

  • Bot  : GedawyBot
  • Operator  : M.Gedawy
  • Programming Language(s)  : Python (pywikipedia)
  • Function Summary  : Interwiki
  • Contributions  : see here
  • Already has bot flag on  : +150 wikis

I will make another request on meta. Thank you.--M.Gedawy ୧୭:୩୯, ୧୬ ଫେବୁଆରି ୨୦୧୨ (UTC)

Bot policy [ସମ୍ପାଦନା]

Hello. To facilitate steward granting of bot access, I suggest implementing the standard bot policy on this wiki. In particular, this policy allows stewards to automatically flag known interlanguage linking bots (if this page says that is acceptable), which form the vast majority of such requests. The policy also enables global bots on this wiki (if this page says that is acceptable), which are trusted bots that will be given bot access on every wiki that allows global bots.

This policy makes bot access requesting much easier for local users, operators, and stewards. To implement it we only need to create a redirect to this page from Project:Bot policy, and add a line at the top noting that it is used here. Please read the text at m:Bot policy before commenting. If you object, please say so; I hope to implement it soon if there is no objection, since it is particularly written to streamline bot requests on wikis with little or no community interested in bot access requests.
--MarcoAurelio ୧୧:୪୭, ୧୪ ଏପ୍ରିଲ ୨୦୧୨ (UTC)

Implemented. --MarcoAurelio (ମୋ ଆଲୋଚନା) ୨୦:୩୩, ୨୨ ଜୁଲାଇ ୨୦୧୨ (UTC)

One year Oriya Wiktionary [ସମ୍ପାଦନା]

Hello Oriya Wiktionary editors,
congratulations, today it is now 1 year since the or.wiktionary.org subdomain was created. From the Wikimedia Incubator & Language Committee, we would like to get some feedback from newer wikis about their situation.

We prepared some questions about what we would like to know. Feel free to answer as many of them as you like.

  1. How has activity developed after the subdomain's creation? (in comparision with the situation on Incubator)
  2. Is it now easier to be found by new users? How was the reception of the new wiki: in media maybe? in friends/family circles? In Oriya Wikipedia?
  3. Were your exceptions in general fulfilled or not?
  4. Would you have done something in a better/different way in hindsight?
  5. Is there anything where you say 'This should have been better during the testing phase (Incubator, Langcom)'?
  6. What was nice/easy/desirable on Incubator? :-)

Best regards, --MF-Warburg (ମୋ ଆଲୋଚନା) ୧୬:୧୨, ୨୯ ସେପ୍ଟେମ୍ବର ୨୦୧୨ (UTC)

ଉଇକି ଅଭିଧାନରେ ନୂଆ ଲେଖା ଯୋଡିବା ଏବଂ ପରିଚାଳନା ନିମିତ୍ତ ଆଲୋଚନା [ସମ୍ପାଦନା]

ପ୍ରିୟ ବନ୍ଧୁଗଣ, ଉଇକି ଅଭିଧାନରେ ଲେଖା ଯୋଡିବା ପାଇଁ ଆଗରୁ ବହୁତ ଆଲୋଚନା ହୋଇସାରିଛି । ବିଭିନ୍ନ ଉପାୟ ଖୋଜାଯାଇଛି ଯାହାଦ୍ୱାରା ଲେଖାଗୁଡିକୁ ସହଜରେ ବହି କିମ୍ବା ଅନ୍ୟାନ୍ୟ ବାହାର ଲେଖାରୁ ଅଣା ଯାଇ ପାରିବ । କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ଅନଲାଇନ ଉତ୍ସ ମିଳୁନଥିଲା ଯାହା ପାଇଁ ଉଇକିଆଭିଧାନରେ ଲେଖା ସଂଖ୍ୟା ବଢି ପାରୁତ୍ନଥିଲା ଏବେ ଭାଷାକୋଷର ଏକ ଅନଲାଇନ ସଂସ୍କରଣ ଉପଲବ୍ଧ ଥିବାରୁ ସଭିଙ୍କୁ ଏହା ଉପରେ କାମ ଆରମ୍ଭ କରିବା ପାଇଁ ଅନୁରୋଧ କରାଯାଉଅଛି । ସେଥିରୁ କପି କରି ତାହାର ନକଲକୁ ଏଠି ପକାଇ ପାରିବା । ତେଣୁ ସମସ୍ତେ ଏହି କାର୍ଯ୍ୟରେ ସାମିଲ ହୁଅନ୍ତୁ ଏବଂ ଏକ ପୂର୍ଣାଙ୍ଗ ଭାଷକୋଷ ତିଆରି କରିବାର ଭାଗୀଦାର ହୁଅନ୍ତୁ । ଏହା ଛଡା ଉଇକିଅଭିଧାନର ପରିଚାଳନା ପାଇଁ ଇଛୁକ ଥିବା ସଭ୍ୟ ମାନେ ନିଜର ମତ ଦେଇପାରିବେ ।--Jnanaranjan sahu (ମୋ ଆଲୋଚନା) ୦୭:୫୧, ୪ ମାର୍ଚ୍ଚ ୨୦୧୩ (UTC)