ଉଇକିଅଭିଧାନ:ଆଲୋଚନା ସଭା

ଉଇକିଅଭିଧାନ‌ରୁ
Jump to navigation Jump to search

ଉଇକିଅଭିଧାନ ଆଲୋଚନା ସଭା ଅଭିଲେଖ: , ,

‌‌‌‌‌‌

ଆମ ଆଲୋଚନା ସଭା: ଏହା ବୈଷୟିକ (Technical) ଅସୁବିଧା ସବୁ ସୁଧାରିବା, ନୀତିନିୟମ ପାଳିବା ପାଇଁ ତିଆରି କରାଯାଇଛି । ଦୟାକରି ନିଜର ଦସ୍ତଖତ କରିବା ଓ ତାରିଖ ଦେବାପାଇଁ "~~~~" ନିଜ ମତ ପରେ ଟାଇପ କରନ୍ତୁ ନହେଲେ ଏଡିଟ ଟୁଲ ପତି (Edit Toolbar)ରେ ଥିବା ଦସ୍ତଖତ ଉପରେ କ୍ଲିକ କରନ୍ତୁ ।
ଆଲୋଚନା ସଭା

ଆଲୋଚନା ସଭାଟି ଓଡ଼ିଆ ଉଇକିଅଭିଧାନରେ ଲେଖା ଲେଖି କରୁଥିବା ଲୋକଙ୍କ ଭିତରେ ଆଲୋଚନା କରିବା ପାଇଁ ତିଆରି କରାଯାଇଛି ।

Just to inform you that the first letter of a template name should be lowercase here in wiktionary unlike wikipedia. Make sure when you create a template the first letter of the template should be lowercase. And the documentation format is different. So please try to follow the wiktionary format. Thank You. -ansuman

ନୂଆ ଲୋଗୋ[ସମ୍ପାଦନା]

ନୂଆ ଲୋଗୋ

ଆମ୍ଭେ ଏକ ନୂଆ ଲୋଗୋ ଓଡ଼ିଆ ଉଇକି ଅଭିଧାନ ନିମନ୍ତେ ଗଢ଼ିଛୁ ଯାହା ଆପଣମାନଙ୍କର ଅନୁମୋଦନରେ ହିଁ ପ୍ରକାଶିତ ହେବ, ତେଣୁ ନିଜର ମତାମତ ଏଠାରେ କ୍ଲିକ କରି ଦିଅନ୍ତୁ । Please give your view for the new logo for Odia Wiktionary by clicking here.

ସମର୍ଥନ ସମର୍ଥନ[ସମ୍ପାଦନା]

  1. ସୁଭାସିସ ପାଣିଗାହି ୧୭:୫୩, ୨୦ ଅକ୍ଟୋବର ୨୦୧୧ (UTC)Reply[reply]
  2. କମଳାକାନ୍ତ ନାୟକ ୨୩:୪୬, ୨୦ ଅକ୍ଟୋବର ୨୦୧୧ (UTC)Reply[reply]
  3. ansuman ୧୮:୨୪, ୨୦ ଅକ୍ଟୋବର ୨୦୧୧ (UTC)Reply[reply]
  4. ଜ୍ଞାନରଞ୍ଜନ ସାହୁ ୨୩:୪୬, ୨୦ ଅକ୍ଟୋବର ୨୦୧୧ (UTC)Reply[reply]
  5. ମୃତ୍ୟୁଞ୍ଜୟ କର ୧୧:୪୧, ୧୫ ନଭେମ୍ବର ୨୦୧୧ (UTC)Reply[reply]

ଅଲଗା ମତ ଅଲଗା ମତ[ସମ୍ପାଦନା]

I propose to allow bots to automaticly add interwiki links. There are too many wiktionary projects to do it by hand. Carsrac ୧୫:୦୯, ୫ ଡିସେମ୍ବର ୨୦୧୧ (UTC)Reply[reply]

The official request is on Project:Bot policy. I have to do by the offical way so that the stewards can understand and follow this discussion so please keep it in English. The main reason is that of the special status of this re-opened wiktionary. No bots can make an edit here, unless there is local support to open this wiktionary also for bot-users. Carsrac ୧୫:୧୭, ୫ ଡିସେମ୍ବର ୨୦୧୧ (UTC)Reply[reply]

Bot flag for GedawyBot[ସମ୍ପାଦନା]

  • Bot  : GedawyBot
  • Operator  : M.Gedawy
  • Programming Language(s)  : Python (pywikipedia)
  • Function Summary  : Interwiki
  • Contributions  : see here
  • Already has bot flag on  : +150 wikis

I will make another request on meta. Thank you.--M.Gedawy ୧୭:୩୯, ୧୬ ଫେବୁଆରି ୨୦୧୨ (UTC)

Hello. To facilitate steward granting of bot access, I suggest implementing the standard bot policy on this wiki. In particular, this policy allows stewards to automatically flag known interlanguage linking bots (if this page says that is acceptable), which form the vast majority of such requests. The policy also enables global bots on this wiki (if this page says that is acceptable), which are trusted bots that will be given bot access on every wiki that allows global bots.

This policy makes bot access requesting much easier for local users, operators, and stewards. To implement it we only need to create a redirect to this page from Project:Bot policy, and add a line at the top noting that it is used here. Please read the text at m:Bot policy before commenting. If you object, please say so; I hope to implement it soon if there is no objection, since it is particularly written to streamline bot requests on wikis with little or no community interested in bot access requests.
--MarcoAurelio ୧୧:୪୭, ୧୪ ଏପ୍ରିଲ ୨୦୧୨ (UTC)

Implemented. --MarcoAurelio (ମୋ ଆଲୋଚନା) ୨୦:୩୩, ୨୨ ଜୁଲାଇ ୨୦୧୨ (UTC)Reply[reply]

One year Oriya Wiktionary[ସମ୍ପାଦନା]

Hello Oriya Wiktionary editors,
congratulations, today it is now 1 year since the or.wiktionary.org subdomain was created. From the Wikimedia Incubator & Language Committee, we would like to get some feedback from newer wikis about their situation.

We prepared some questions about what we would like to know. Feel free to answer as many of them as you like.

  1. How has activity developed after the subdomain's creation? (in comparision with the situation on Incubator)
  2. Is it now easier to be found by new users? How was the reception of the new wiki: in media maybe? in friends/family circles? In Oriya Wikipedia?
  3. Were your exceptions in general fulfilled or not?
  4. Would you have done something in a better/different way in hindsight?
  5. Is there anything where you say 'This should have been better during the testing phase (Incubator, Langcom)'?
  6. What was nice/easy/desirable on Incubator? :-)

Best regards, --MF-Warburg (ମୋ ଆଲୋଚନା) ୧୬:୧୨, ୨୯ ସେପ୍ଟେମ୍ବର ୨୦୧୨ (UTC)Reply[reply]

ଉଇକି ଅଭିଧାନରେ ନୂଆ ଲେଖା ଯୋଡିବା ଏବଂ ପରିଚାଳନା ନିମିତ୍ତ ଆଲୋଚନା[ସମ୍ପାଦନା]

ପ୍ରିୟ ବନ୍ଧୁଗଣ, ଉଇକି ଅଭିଧାନରେ ଲେଖା ଯୋଡିବା ପାଇଁ ଆଗରୁ ବହୁତ ଆଲୋଚନା ହୋଇସାରିଛି । ବିଭିନ୍ନ ଉପାୟ ଖୋଜାଯାଇଛି ଯାହାଦ୍ୱାରା ଲେଖାଗୁଡିକୁ ସହଜରେ ବହି କିମ୍ବା ଅନ୍ୟାନ୍ୟ ବାହାର ଲେଖାରୁ ଅଣା ଯାଇ ପାରିବ । କିନ୍ତୁ ଏ ପର୍ଯ୍ୟନ୍ତ ଗୋଟିଏ ଅନଲାଇନ ଉତ୍ସ ମିଳୁନଥିଲା ଯାହା ପାଇଁ ଉଇକିଆଭିଧାନରେ ଲେଖା ସଂଖ୍ୟା ବଢି ପାରୁତ୍ନଥିଲା ଏବେ ପୂର୍ଣଚନ୍ଦ୍ର ଭାଷାକୋଷର ଏକ ଅନଲାଇନ ସଂସ୍କରଣ ଉପଲବ୍ଧ ଥିବାରୁ ସଭିଙ୍କୁ ଏହା ଉପରେ କାମ ଆରମ୍ଭ କରିବା ପାଇଁ ଅନୁରୋଧ କରାଯାଉଅଛି । ସେଥିରୁ କପି କରି ତାହାର ନକଲକୁ ଏଠି ପକାଇ ପାରିବା । ତେଣୁ ସମସ୍ତେ ଏହି କାର୍ଯ୍ୟରେ ସାମିଲ ହୁଅନ୍ତୁ ଏବଂ ଏକ ପୂର୍ଣାଙ୍ଗ ଭାଷକୋଷ ତିଆରି କରିବାର ଭାଗୀଦାର ହୁଅନ୍ତୁ । ଏହା ଛଡା ଉଇକିଅଭିଧାନର ପରିଚାଳନା ପାଇଁ ଇଛୁକ ଥିବା ସଭ୍ୟ ମାନେ ନିଜର ମତ ଦେଇପାରିବେ ।--Jnanaranjan sahu (ମୋ ଆଲୋଚନା) ୦୭:୫୧, ୪ ମାର୍ଚ୍ଚ ୨୦୧୩ (UTC)Reply[reply]

ପରିଚାଳକ ପାଇଁ ଆବେଦନ[ସମ୍ପାଦନା]

  • ଆଉ କେହି ପରିଚାଳକ ନଥିବାରୁ ମୁଁ ଏଠି ଦେଖାରେଖା କରିବା ପାଇଁ ପୁଣି ଥରେ ଆବେଦନ କରୁଛି। କାହାରି କିଛି ଆପତ୍ତି ଥିଲେ ଜଣାନ୍ତୁ। (Request to extend the duration of my admin access for the maintenance of this wiki.)
  • ଯେଉଁମାନେ ପରିଚାଳକ ହେବା ପାଇଁ ଇଛୁକ, RFA ପୃଷ୍ଠାରେ ନିଜକୁ ମନୋନୀତ କରନ୍ତୁ। ଜ୍ଞାନ ଭାଇ ଇଛୁକ ଥିଲେ, ଶିତିକଣ୍ଠ ଭାଇ ସଚଳ ଅଛନ୍ତି ଏଠି, ଆଦିତ୍ୟ ଭାଇ, ମୃତ୍ୟୁଞ୍ଜୟ ଭାଇ ଓ ଆଉ କେହି ଯଦି ପରିଚାଳକ ହୋଇପାରିବେ ଭଲ ହେବ। ଆଶାକରୁଛି ଅତିକମରେ ଦୁଇ-ତିନି ଜଣ ଏହି ସୁଯୋଗକୁ ହାତ ଛଡା କରିବେନି । ଏମିତି କାମ କିଛି ନାହିଁ, କିନ୍ତୁ ଚାହିଁଲେ ବହୁତ କିଛି କରିପାରିବେ  :-) ansuman (ମୋ ଆଲୋଚନା) ୦୪:୫୦, ୪ ସେପ୍ଟେମ୍ବର ୨୦୧୩ (UTC)Reply[reply]

ସମର୍ଥନ ସମର୍ଥନ[ସମ୍ପାଦନା]

ବଟ୍ ବ୍ୟବହାରକରି ନୂଆ ଶବ୍ଦ ଲେଖା[ସମ୍ପାଦନା]

ଆଦରର ଉଇକିଆଳିଗଣ,

ବଟ ଦ୍ଵାରା ଇଣ୍ଟର୍ନେଟରେ ଉପଲବ୍ଧ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଶବ୍ଦ କପି କରି ଓଡ଼ିଆ ଉଇକିଅଭିଧାନକୁ ସମୃଦ୍ଧ କରିବାପାଇଁ ଚାହୁଁଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓଡ଼ିଆ ଭାଷାରେ ଥିବା ସର୍ବବୃହତ ଅଭିଧାନ ଅଟେ ଓ ଏହାର ସ୍ଵତ୍ତ୍ଵାଧିକାର ମଧ୍ୟ ସରିଯାଇଥିବାରୁ କପି କରିବାରେ କୌଣସି ଅସୁବିଧା ନାହିଁ । ମୁଁ ପରୀକ୍ଷାମୂଳକ ଭାବେ କିଛି ତିଆରି କରିଛି । ଯଦି ଏଥିରେ କିଛି ବଦଳ ଚାହୁଁଥାନ୍ତି କିମ୍ବା କାହାର କିଛି ଆପତ୍ତି ଥାଏ ଜଣାଇବା ପାଇଁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୨:୩୯, ୪ ଅପ୍ରେଲ ୨୦୧୪ (UTC)Reply[reply]

ସମର୍ଥନ[ସମ୍ପାଦନା]

  1. ସମର୍ଥନ ସମର୍ଥନ - (ତେବେ ପରୀକ୍ଷାମୂଳକ ଭାବେ ଅଳ୍ପ କିଛି ପ୍ରଥମେ ତିଆରି କରି ଯଦି ଠିକରେ ହେଉଛି ତାହେଲେ ଆଗକୁ ବଢ଼ିବା ପାଇଁ ଅନୁରୋଧ) --ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୨:୪୯, ୪ ଅପ୍ରେଲ ୨୦୧୪ (UTC)Reply[reply]
  2. ସମର୍ଥନ ସମର୍ଥନ -- ଦୀପ୍ତିମାନ ୧୧:୦୮, ୫ ଅପ୍ରେଲ ୨୦୧୪ (UTC)Reply[reply]
  3. ସମର୍ଥନ - ସବୁ ଶବ୍ଦ ପାଇଁ en.wiktionary ରେ ଆଧାର ଦିଆହେଉଛି? ଯଦି ହଁ ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଲିଙ୍କ ଦିଆଯାଉ । ସବୁ ଶବ୍ଦ ପାଇଁ ଲିଙ୍କ ଗୋଟେ ରହିବ ବୋଧେ, ସହଜରେ ଦେଇହେବ। ଅଂଶୁମାନ (ମୋ ଆଲୋଚନା) ୦୮:୦୦, ୫ ଅପ୍ରେଲ ୨୦୧୪ (UTC)Reply[reply]
  • ଭାଇ ମୁଁ ସେମିତି ଚେଷ୍ଟା କରିଥିଲି କିନ୍ତୁ ଅସୁବିଧା ହେଲା ଯେ ସେ ସବୁ ଶବ୍ଦ ପରେ କାପଚା କନଫର୍ମ କରିବାପାଇଁ କହିଲା । ଏଣୁ ମୁଁ ବହୁତ ଡରିଗଲି ଆଉ ଲିଙ୍କ ବାହାର କରିଦେଲି । ଏମିତି କାହିଁକି ହେଲା ବୁଝି ହେଲାନି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୮:୪୫, ୫ ଅପ୍ରେଲ ୨୦୧୪ (UTC)Reply[reply]

ପ୍ରଧାନ ପୃଷ୍ଠାରେ ବଦଳ ନିମନ୍ତେ ଅନୁରୋଧ[ସମ୍ପାଦନା]

କେହି ପରିଚାଳକ ପ୍ରଧାନପୃଷ୍ଠାର ନିମ୍ନୋକ୍ତ କୋଡ ବଦଳାଇବା ପାଇଁ ଅନୁରୋଧ -

{{editlink|Wiktionary:ଆଜିର ଶବ୍ଦ/{{{4|{{CURRENTMONTHNAME}}}}} {{{5|{{CURRENTDAY}}}}}}},

କୁ

{{editlink|Wiktionary:ଆଜିର ଶବ୍ଦ/{{{4|{{CURRENTMONTHNAME}}}}} {{{5|{{CURRENTYEAR}}}}}}},

ଦ୍ଵାରା ବଦଳା ଯାଉ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୪:୫୬, ୨୨ ଅପ୍ରେଲ ୨୦୧୪ (UTC)Reply[reply]

ବଟ୍ ଦ୍ଵାରା ତିଆରି ଲେଖା ପାଇଁ ନୂଆ ଡିଜାଇନ[ସମ୍ପାଦନା]

ଉଇକି ଅଭିଧାନରେ ବଟ ଦ୍ଵାରା ତିଆରି ଲେଖା ଗୁଡିକ ପାଇଁ ନୂଆ ଡିଜାଇନଟିଏ କରାଯାଇଛି - ଶ୍ରେଣୀ:ବଟ ତିଆରି ୩

ଭାଷାକୋଷରୁ ଏଥିରେ ସିଧାସଳଖ ଲେଖା କପି ନହୋଇ କିଛି ସଜେଇ ହେଇ ରହିବ । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ଯେଉଁ କାମ ହେଉଥିଲା ତାହା ଥରକେରେ ହେବ ଆଉ ସାଧାରଣ ବନାନ ଭୁଲ (ଯ - ୟ / ୱ - ବ) ସଂପୂର୍ଣ୍ଣ ଦୂର ହେବ । ତେବେ ନୂଆ ଡିଜାଇନ୍‌କୁ ଭଲ କରିବା ପାଇଁ ଯଦି କାହାର କିଛି ମତାମତ ଥାଏ ଜଣେଇବେ । ଏଥିରେ "(ଦେଖ)" ପାଖରେ ଲିଙ୍କ ଏବଂ ହିନ୍ଦୀ/ବଙ୍ଗାଳୀ ଭାଷା ଲିଙ୍କ ଆପେ ଆପେ ଆସିବ, ଯଥା - ଗଇଁଠାଗଅଁଠି ଇତ୍ୟାଦି ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୦:୪୬, ୩୧ ଅକ୍ଟୋବର ୨୦୧୪ (UTC)Reply[reply]

ShitiBot କୁ ଉଇକିଅଭିଧାନ ରେ ସମ୍ମତି ଦେବାପାଇଁ ଆବେଦନ[ସମ୍ପାଦନା]

ShitiBot କୁ ଉଇକିଅଭିଧାନରେ ଅନୁମୋଦିତ କରିବା ପାଇଁ ସମର୍ଥନ ଆବଶ୍ୟକ । ଏହା ଦ୍ଵାରା ନଗଦ ବଦଳରେ ବଟ୍ ସମ୍ପାଦନା ଦେଖାଯିବନି ଏବଂ ବ୍ୟବହାରକାରୀଙ୍କ ଦ୍ଵାରା ହେଉଥିବା ବଦଳକୁ ପରଖା ଯାଇପାରିବ ।

  • ଭାଷା - ପାଇଥନ
  • କାର୍ଯ୍ୟ - ନୂଆ ଲେଖା ତିଆରି ଓ ପୁରୁଣା ଲେଖା ସୁଧାର
  • ସମୟ - ଅଧିକ ବ୍ୟବହୃତ ହେଉନଥିବାରୁ ଟ୍ରାଫିକ ଅସୁବିଧା ହେବ ନାହିଁ । ଏଣୁ ଅଧିକାଂଶ ସମୟ ବଟ୍ ଚାଲିପାରିବ ।

--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୨୦:୪୫, ୨୨ ନଭେମ୍ବର ୨୦୧୪ (UTC)Reply[reply]

ସମର୍ଥନ ସମର୍ଥନ[ସମ୍ପାଦନା]

  1. --Aditya Mahar (ମୋ ଆଲୋଚନା) ୦୧:୩୬, ୨୩ ନଭେମ୍ବର ୨୦୧୪ (UTC)Reply[reply]
  2. --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୧୫, ୨୩ ନଭେମ୍ବର ୨୦୧୪ (UTC)Reply[reply]
  3. --Jnanaranjan sahu (ମୋ ଆଲୋଚନା) ୦୩:୨୬, ୨୩ ନଭେମ୍ବର ୨୦୧୪ (UTC)Reply[reply]
  4. --Srikant Kedia ୧୫:୨୪, ୨୩ ନଭେମ୍ବର ୨୦୧୪ (UTC)Reply[reply]
  5. -ଅଂଶୁମାନ (ମୋ ଆଲୋଚନା) ୧୫:୫୧, ୨୩ ନଭେମ୍ବର ୨୦୧୪ (UTC)Reply[reply]


wiktionary ନେମସ୍ପେସ ଅନୁବାଦ[ସମ୍ପାଦନା]

ଉଇକିଆଳି ବନ୍ଧୁଗଣ,

ଓଡ଼ିଆ ଉଇକିଆଭିଧାନରେ ଥିବା "Wiktionary" ନେମସ୍ପେସ ଟିକୁ "ଉଇକିଅଭିଧାନ" ଭାବେ ଅନୁବାଦ କରିବା ପାଇଁ ଏକ ବଗ୍ ଫାଇଲ କରାଯାଇଛି । ତେବେ କମ୍ୟୁନିଟି ମତାମତ ଆବଶ୍ୟକ ଅଟେ । ସଭିଙ୍କୁ ନିଜ ନିଜ ମତାମତ ଦେବା ପାଇଁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୭:୫୬, ୧ ଅପ୍ରେଲ ୨୦୧୫ (UTC)Reply[reply]

ନେମସ୍ପେସ ଗଠନ ଓ ଅନୁବାଦ[ସମ୍ପାଦନା]

ଉଇକିଆଳି ବନ୍ଧୁମାନେ,

ଉଇକିଅଭିଧାନରେ ଶବ୍ଦ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ, ଏହାକୁ ନୂଆ ପାଠକମାନଙ୍କ ପାଇଁ ବ୍ୟବହାର ଉପଯୋଗୀ କରିବାକୁ ହେବ । ଖୋଜିବାରେ ସୁବିଧା କରିବାପାଇଁ କିଛି ନୂଆ ନେମସ୍ପେସ ଗଠନ କରିବାକୁ ହେବ । ଏହା ଇଂରାଜୀ ଉଇକିରେ ଅଛି । 'ସୂଚୀ' (index) ଓ ଅନ୍ୟଟି 'ଆଧାର' (citation) । ଏ ବାବଦରେ କିଛି ମନ୍ତବ୍ୟ ଥିଲେ ଜଣେଇବାକୁ ଅନୁରୋଧ ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୮:୪୦, ୩ ମଇ ୨୦୧୫ (UTC)Reply[reply]

ମତାମତ[ସମ୍ପାଦନା]

  1. ସମର୍ଥନ ଅଧିକ ନେମସ୍ପେସ ତିଆରି ହେବା ଲୋଡ଼ା ଆଉ ଏଥି ଲାଗି ପୂରା ସମର୍ଥନ । --ସୁଭାସିସ ପାଣିଗାହି (ମୋ ଆଲୋଚନା) ୦୨:୩୮, ୫ ମଇ ୨୦୧୫ (UTC)Reply[reply]

ଉଇକିଅଭିଧାନରେ ShortURL[ସମ୍ପାଦନା]

ନମସ୍କାର,

ଉଇକିଅଭିଧାନରେ ShortURL ବ୍ୟବସ୍ଥା ସଚଳ କରିବା ପାଇଁ ସଭିଙ୍କ ମତାମତ ଆବଶ୍ୟକ । ଏହି ବ୍ୟବସ୍ଥା ଆଗରୁ ଓଡ଼ିଆ ଉଇକିପିଡିଆରେ ସଚଳ ହୋଇସାରିଛି । ଏହି ଛୋଟ ଇଉଆରଏଲ କୁ ଆମେ ଇମେଲ ସୋସିଆଲ ମିଡ଼ିଆ ଆଦିରେ ବ୍ୟବହାର କରିପାରିବା ।--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୩:୪୭, ୨୭ ଜୁନ ୨୦୧୫ (UTC)Reply[reply]

ମତାମତ[ସମ୍ପାଦନା]

  1. ସମର୍ଥନ ଏହା ନିଶ୍ଚିତ ହେବା ଉଚିତ ।--Jnanaranjan sahu (ମୋ ଆଲୋଚନା) ୧୨:୪୪, ୨୮ ଜୁନ ୨୦୧୫ (UTC)Reply[reply]

Jnanabot କୁ ଉଇକିଅଭିଧାନ ରେ ସମ୍ମତି ଦେବାପାଇଁ ଆବେଦନ[ସମ୍ପାଦନା]

Jnanabot କୁ ଉଇକିଅଭିଧାନରେ ଅନୁମୋଦିତ କରିବା ପାଇଁ ସମର୍ଥନ ଆବଶ୍ୟକ । ଏହା ଦ୍ଵାରା ନଗଦ ବଦଳରେ ବଟ୍ ସମ୍ପାଦନା ଦେଖାଯିବନି ଏବଂ ବ୍ୟବହାରକାରୀଙ୍କ ଦ୍ଵାରା ହେଉଥିବା ବଦଳକୁ ପରଖା ଯାଇପାରିବ ।

  • ଭାଷା - ପାଇଥନ, ପିଏଚପି, ଜାଭାସ୍କ୍ରିପ୍ଟ
  • କାର୍ଯ୍ୟ - ନୂଆ ଲେଖା ତିଆରି ଓ ପୁରୁଣା ଲେଖା ସୁଧାର
  • ସମୟ - ଆବଶ୍ୟକତା ଅନୁଯାୟୀ ।

--Jnanaranjan sahu (ମୋ ଆଲୋଚନା) ୦୭:୨୭, ୨୧ ଜାନୁଆରୀ ୨୦୧୬ (UTC)Reply[reply]

  1. ସମର୍ଥନ --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୫:୧୮, ୨୨ ଜାନୁଆରୀ ୨୦୧୬ (UTC)Reply[reply]
  2. ସମର୍ଥନ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୮:୨୧, ୨୪ ଜାନୁଆରୀ ୨୦୧୬ (UTC)Reply[reply]

Compact Language Links enabled in this wiki today[ସମ୍ପାଦନା]

ଦୟାକରି ନିଜ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରନ୍ତୁ

Screenshot of Compact Language Links interlanguage list

Compact Language Links has been available as a beta-feature on all Wikimedia wikis since 2014. With compact language links enabled, users are shown a much shorter list of languages on the interlanguage link section of an article (see image). Based on several factors, this shorter list of languages is expected to be more relevant for them and valuable for finding similar content in a language known to them. More information about compact language links can be found in the documentation.

From today onwards, compact language links has been enabled as the default listing of interlanguage links on this wiki. However, using the button at the bottom, you will be able to see a longer list of all the languages the article has been written in. The setting for this compact list can be changed by using the checkbox under User Preferences -> Appearance -> Languages

The compact language links feature has been tested extensively by the Wikimedia Language team, which developed it. However, in case there are any problems or other feedback please let us know on the project talk page. It is to be noted that on some wikis the presence of an existing older gadget that was used for a similar purpose may cause an interference for compact language list. We would like to bring this to the attention of the admins of this wiki. Full details are on this phabricator ticket (in English).

Due to the large scale enablement of this feature, we have had to use MassMessage for this announcement and as a result it is only written in English. We will really appreciate if this message can be translated for other users of this wiki. Thank you. On behalf of the Wikimedia Language team: Runa Bhattacharjee (WMF) (talk)-୦୩:୦୫, ୧ ଜୁଲାଇ ୨୦୧୬ (UTC)Reply[reply]

Wiktionary Cognate Dashboard[ସମ୍ପାଦନା]

ଫ୍ଲୋ ବା Structured Discussion ଲାଗୁକାରିବା[ସମ୍ପାଦନା]

ଫ୍ଲୋ ବା Structured Discussion ଲାଗୁକାରିବା ପାଇଁ ପ୍ରସ୍ତାବ ଦେଉଛି । ମତାମତ ଦେବେ । କେମିତି କାମ କରେ ଜାଣିବା ପାଇଁ ଓଡ଼ିଆ ଉଇକିପିଡ଼ିଆ ଆଲୋଚନା ସଭା --Jnanaranjan sahu (ମୋ ଆଲୋଚନା) ୧୨:୧୪, ୫ ଅକ୍ଟୋବର ୨୦୧୮ (UTC)Reply[reply]

  1. ସମର୍ଥନ କେହି ସଚଳ ନାହନ୍ତି । ଅଲୋଚନା ଆରମ୍ଭ କାରିଥିବାରୁ ମୁ ସହମତି ଦେଉଛି ।--Jnanaranjan sahu (ମୋ ଆଲୋଚନା) ୧୧:୪୩, ୮ ଅକ୍ଟୋବର ୨୦୧୮ (UTC)Reply[reply]

Wiktionary sitelinks dashboard: URL update[ସମ୍ପାଦନା]

Hello all, and sorry for writing in English. Feel free to translate this message below.

The Wiktionary Cognate Dashboard presents interesting data about the extension powering your sitelinks. I just wanted to let you know that the URL of this tool changed: it is now accessible at https://wiktionary-analytics.wmcloud.org/Wiktionary_CognateDashboard/ . The former URLs, https://wmdeanalytics.wmflabs.org/Wiktionary_CognateDashboard/ and https://wdcm.wmflabs.org/Wiktionary_CognateDashboard/ , will be disabled on September 25th. Don't forget to update your documentation pages accordingly.

If you have questions about the tool or the URL switch, feel free to ping me. Cheers, Lea Lacroix (WMDE) ୧୧:୪୬, ୧୪ ସେପ୍ଟେମ୍ବର ୨୦୨୦ (UTC)Reply[reply]

ପ୍ରଧାନ ପୃଷ୍ଠାରେ ବଦଳ[ସମ୍ପାଦନା]

ମୋବାଇଲ ଦେଖଣା ଯୋଗ୍ୟ କରିବା ପାଇଁ ପ୍ରଧାନ ପୃଷ୍ଠାରେ କେତେକ ବଦଳ କରାଯାଇଅଛି । ପୁରୁଣା ପ୍ରଧାନ ପୃଷ୍ଠା ବର୍ତ୍ତମାନ ଉଇକିଅଭିଧାନ:ପୁରୁଣା ପ୍ରଧାନ ପୃଷ୍ଠା (୨୦୨୦)ରେ ରଖାଯାଇଅଛି ଏବଂ ଏହାଠାରୁ ପୁରୁଣା ପ୍ରଧାନ ପୃଷ୍ଠା ସବୁ ଶ୍ରେଣୀ:ଉଇକିଅଭିଧାନ ଇତିହାସରେ ମିଳିପାରିବ । ପୁରୁଣା ଛାଞ୍ଚସବୁ ଶ୍ରେଣୀ:ପ୍ରଧାନ ପୃଷ୍ଠା ଛାଞ୍ଚରେ ଯୋଗ କରାଯାଇଛି । ଯଦି ଏହି ନୂଆ ପୃଷ୍ଠାରେ କିଛି ଅସୁବିଧା ଅଛି ଜଣାଇବା ପାଇଁ ଅନୁରୋଧ ।--Snip1 (ମୋ ଆଲୋଚନା) ୧୪:୨୫, ୧୧ ଡିସେମ୍ବର ୨୦୨୦ (UTC)Reply[reply]


LinguaLibre ବଟ୍[ସମ୍ପାଦନା]

@Snip1: ଓଡ଼ିଆରେ ଲିଙ୍ଗୁଆ ଲିବ୍ରେ ବଟ ବ୍ୟବହାର କରି ଶବ୍ଦସବୁର ଉଚ୍ଚାରଣ ଏଠି ଯୋଡ଼ିବା ପାଇଁ ଆଲୋଚନା ଆରମ୍ଭ କଲି । ଦୟାକରି ତମ ମତ ଦେବ । ବଟ ବ୍ୟବହାର କରି ଆଗରୁ ଲିଙ୍ଗୁଆ ଲିବ୍ରେ ବ୍ୟବହାର କରି ରେକର୍ଡ଼ ହୋଇଥିବା ୫୧,୦୦୦ରୁ ଅଧିକ ଶବ୍ଦର ଉଚ୍ଚାରଣ ଯୋଡ଼ାହେଇପାରିବ ଆଉ ଭବିଷ୍ୟତରେ ଯାହା ରେକର୍ଡ଼ ହେବ ସେସବୁ ଯୋଡ଼ାଯାଇପାରିବ । ଏ ବଟ୍ ବାବଦରେ ଏଠି ଅଧିକ ତଥ୍ୟ ଅଛି । ତମର କିଛି ଆପତ୍ତି ନ ଥିଲେ ଦୟାକରି ଜଣେଇବ ଏଠି । ଅନ୍ୟ ବ୍ୟବହାରକାରୀ ଯଦି କେହି କିଛି ମତ ଦେବାକୁ ଚାହୁଁଥିବେ ସେମାନଙ୍କୁ ମଧ୍ୟ ଆଜକୁ ସପ୍ତାହେ ଭିତରେ ଜଣାଇବାକୁ ଅନୁରୋଧ । ସୁଭାସିସ (ମୋ ଆଲୋଚନା) ୧୪:୧୧, ୨୬ ଜାନୁଆରୀ ୨୦୨୨ (UTC)Reply[reply]

ଏଥିରେ ମୋର ସମର୍ଥନ ରହିଛି । (ତେବେ, ମୁଁ ଭାବୁଛି ପ୍ରଥମେ ଅଳ୍ପ କିଛି ବଦଳ କରି ଦେଖିବା ଯଦି କିଛି ଭୁଲ ଭଟକା ନରହୁଛି, ତେବେ ବାକି ସବୁ ଏଡିଟ କରିଦେବା । ଦିନ ପିଛା ଏଡିଟକୁ ଲିମିଟ ରଖିଲେ ବି ଭଲ ହେବ । ମୁଁ ଆଗାମୀ କିଛି ଦିନ ପାଇଁ ସକ୍ରିୟ ରହିନପାରେ, ଏଣୁ ଅନୁରୋଧ ଆପଣ ଟିକେ ନିଘା ରଖିଥିବେ ।)--Snip1 (ମୋ ଆଲୋଚନା) ୨୧:୫୬, ୨୯ ଜାନୁଆରୀ ୨୦୨୨ (UTC)Reply[reply]
Snip1 and Psubhashish it is very long but I hope to be able to run Lingua Libre Bot very soon here. Do you still agree it to add audio pronunciations here? If you do, please give it the bot right before it starts its work. Pamputt (ମୋ ଆଲୋଚନା) ୨୦:୩୮, ୧୧ ଜାନୁଆରୀ ୨୦୨୩ (UTC)Reply[reply]
Hi @Pamputt, thanks for helping out. Snip1 has agreed above underlining that it might be a good idea to start with some daily limits so that any inadvertent error could be reverted easily. If the bot is full-proof then there is no worry I guess. --ସୁଭାସିସ (ମୋ ଆଲୋଚନା) ୦୪:୫୬, ୧୪ ଜାନୁଆରୀ ୨୦୨୩ (UTC)Reply[reply]

Snip1, Psubhashish Perfect, I have run the bot for a few edits. I can run over a bit more edits you want before running the bot at large scale. I can also run the bot on some specific page to test specific cases. By the way, I need to get the bot flag before running the bot here. Pamputt (ମୋ ଆଲୋଚନା) ୨୨:୧୫, ୨୫ ଜାନୁଆରୀ ୨୦୨୩ (UTC)Reply[reply]

Upcoming vote on the revised Enforcement Guidelines for the Universal Code of Conduct[ସମ୍ପାଦନା]

You can find this message translated into additional languages on Meta-wiki.

Hello all,

In mid-January 2023, the Enforcement Guidelines for the Universal Code of Conduct will undergo a second community-wide ratification vote. This follows the March 2022 vote, which resulted in a majority of voters supporting the Enforcement Guidelines. During the vote, participants helped highlight important community concerns. The Board’s Community Affairs Committee requested that these areas of concern be reviewed.

The volunteer-led Revisions Committee worked hard reviewing community input and making changes. They updated areas of concern, such as training and affirmation requirements, privacy and transparency in the process, and readability and translatability of the document itself.

The revised Enforcement Guidelines can be viewed here, and a comparison of changes can be found here.

How to vote?

Beginning January 17, 2023, voting will be open. This page on Meta-wiki outlines information on how to vote using SecurePoll.

Who can vote?

The eligibility requirements for this vote are the same as for the Wikimedia Board of Trustees elections. See the voter information page for more details about voter eligibility. If you are an eligible voter, you can use your Wikimedia account to access the voting server.

What happens after the vote?

Votes will be scrutinized by an independent group of volunteers, and the results will be published on Wikimedia-l, the Movement Strategy Forum, Diff and on Meta-wiki. Voters will again be able to vote and share concerns they have about the guidelines. The Board of Trustees will look at the levels of support and concerns raised as they look at how the Enforcement Guidelines should be ratified or developed further.

On behalf of the UCoC Project Team,

CSinha (WMF) (ମୋ ଆଲୋଚନା) ୧୦:୩୨, ୮ ଜାନୁଆରୀ ୨୦୨୩ (UTC)Reply[reply]

Voting Opens on the Revised Universal Code of Conduct (UCoC) Enforcement Guidelines[ସମ୍ପାଦନା]

You can find this message translated into additional languages on Meta-wiki.
{{subst:more languages}}

Hello all,

The voting period for the revised Universal Code of Conduct Enforcement Guidelines is now open! Voting will remain open for two weeks and will close at 23:59 UTC on January 31, 2023. Please visit the voter information page for voter eligibility information and details on how to vote.

For more details on the Enforcement Guidelines and the voting process, see our previous message.

On behalf of the UCoC Project Team,

CSinha (WMF) (ମୋ ଆଲୋଚନା) ୧୨:୧୭, ୧୭ ଜାନୁଆରୀ ୨୦୨୩ (UTC)Reply[reply]

Community feedback-cycle about updating the Wikimedia Terms of Use starts[ସମ୍ପାଦନା]

You can find this message translated into additional languages on Meta-wiki.

Hello community members,

Wikimedia Foundation Legal Department is organizing a feedback-cycle with community members to discuss updating the Wikimedia Terms of Use.

The Terms of Use (ToU) are the legal terms that govern the use of websites hosted by the Wikimedia Foundation. We will be gathering your feedback on a draft proposal from February through April. The draft will be translated into several languages, with written feedback accepted in any language.

This update comes in response to several things:

  • Implementing the Universal Code of Conduct.
  • Updating project text to the Creative Commons BY-SA 4.0 license.
  • Proposal for better addressing undisclosed paid editing.
  • Bringing the Terms of Use in line with current and recently passed laws affecting the Wikimedia Foundation, including the European Digital Services Act

As part of the feedback cycle two office hours will be held: the first on 2 March and the second on 4 April.

For further information, please consult:

On behalf of the Wikimedia Foundation Legal Team,

CSinha (WMF) (ମୋ ଆଲୋଚନା) ୦୮:୧୪, ୨୨ ଫେବୃଆରୀ ୨୦୨୩ (UTC)Reply[reply]

Editing news 2023 #1[ସମ୍ପାଦନା]

Read this in another languageSubscription list for this multilingual newsletter

This newsletter includes two key updates about the Editing team's work:

  1. The Editing team will finish adding new features to the Talk pages project and deploy it.
  2. They are beginning a new project, Edit check.

Talk pages project

Screenshot showing the talk page design changes that are currently available as beta features at all Wikimedia wikis. These features include information about the number of people and comments within each discussion.
Some of the upcoming changes

The Editing team is nearly finished with this first phase of the Talk pages project. Nearly all new features are available now in the Beta Feature for Discussion tools.

It will show information about how active a discussion is, such as the date of the most recent comment. There will soon be a new "ନୂଆ ଯୋଡ଼ନ୍ତୁ" button. You will be able to turn them off at Special:Preferences#mw-prefsection-editing-discussion. Please tell them what you think.

Daily edit completion rate by test group: DiscussionTools (test group) and MobileFrontend overlay (control group)

An A/B test for Discussion tools on the mobile site has finished. Editors were more successful with Discussion tools. The Editing team is enabling these features for all editors on the mobile site.

New Project: Edit Check

The Editing team is beginning a project to help new editors of Wikipedia. It will help people identify some problems before they click "ବଦଳ ପ୍ରକାଶ କରନ୍ତୁ". The first tool will encourage people to add references when they add new content. Please watch that page for more information. You can join a conference call on 3 March 2023 to learn more.

Whatamidoing (WMF) (ଆଲୋଚନା) ୨୩:୨୫, ୨୨ ଫେବୃଆରୀ ୨୦୨୩ (UTC)Reply[reply]

Your wiki will be in read only soon[ସମ୍ପାଦନା]

Trizek (WMF) (ଆଲୋଚନା) ୨୧:୨୧, ୨୭ ଫେବୃଆରୀ ୨୦୨୩ (UTC)Reply[reply]

Wikimania 2023 Welcoming Program Submissions[ସମ୍ପାଦନା]

Do you want to host an in-person or virtual session at Wikimania 2023? Maybe a hands-on workshop, a lively discussion, a fun performance, a catchy poster, or a memorable lightning talk? Submissions are open until March 28. The event will have dedicated hybrid blocks, so virtual submissions and pre-recorded content are also welcome. If you have any questions, please join us at an upcoming conversation on March 12 or 19, or reach out by email at wikimania@wikimedia.org or on Telegram. More information on-wiki.

Seeking volunteers for the next step in the Universal Code of Conduct process[ସମ୍ପାଦନା]

Hello,

As follow-up to the message about the Universal Code of Conduct Enforcement Guidelines by Wikimedia Foundation Board of Trustees Vice Chair, Shani Evenstein Sigalov, I am reaching out about the next steps. I want to bring your attention to the next stage of the Universal Code of Conduct process, which is forming a building committee for the Universal Code of Conduct Coordinating Committee (U4C). I invite community members with experience and deep interest in community health and governance to nominate themselves to be part of the U4C building committee, which needs people who are:

  • Community members in good standing
  • Knowledgeable about movement community processes, such as, but not limited to, policy drafting, participatory decision making, and application of existing rules and policies on Wikimedia projects
  • Aware and appreciative of the diversity of the movement, such as, but not limited to, languages spoken, identity, geography, and project type
  • Committed to participate for the entire U4C Building Committee period from mid-May - December 2023
  • Comfortable with engaging in difficult, but productive conversations
  • Confidently able to communicate in English

The Building Committee shall consist of volunteer community members, affiliate board or staff, and Wikimedia Foundation staff.

The Universal Code of Conduct has been a process strengthened by the skills and knowledge of the community and I look forward to what the U4C Building Committee creates. If you are interested in joining the Building Committee, please either sign up on the Meta-Wiki page, or contact ucocproject(_AT_)wikimedia.org by May 12, 2023. Read more on Meta-Wiki.

Best regards,

Xeno (WMF) ୧୯:୦୧, ୨୬ ଅପ୍ରେଲ ୨୦୨୩ (UTC)Reply[reply]

Selection of the U4C Building Committee[ସମ୍ପାଦନା]

The next stage in the Universal Code of Conduct process is establishing a Building Committee to create the charter for the Universal Code of Conduct Coordinating Committee (U4C). The Building Committee has been selected. Read about the members and the work ahead on Meta-wiki.

-- UCoC Project Team, ୦୪:୨୧, ୨୭ ମଇ ୨୦୨୩ (UTC)

Announcing the new Elections Committee members[ସମ୍ପାଦନା]

You can find this message translated into additional languages on Meta-wiki.

Hello there,

We are glad to announce the new members and advisors of the Elections Committee. The Elections Committee assists with the design and implementation of the process to select Community- and Affiliate-Selected trustees for the Wikimedia Foundation Board of Trustees. After an open nomination process, the strongest candidates spoke with the Board and four candidates were asked to join the Elections Committee. Four other candidates were asked to participate as advisors.

Thank you to all the community members who submitted their names for consideration. We look forward to working with the Elections Committee in the near future.

On behalf of the Wikimedia Foundation Board of Trustees,

RamzyM (WMF) ୧୮:୦୦, ୨୮ ଜୁନ ୨୦୨୩ (UTC)Reply[reply]

Deploying the Phonos in-line audio player to your Wiki[ସମ୍ପାଦନା]

ହେଲୋ!

Apologies if this message is not in your language, ⧼Please help translate⧽ to your language.

This wiki will soon be able to use the inline audio player implemented by the Phonos extension. This is part of fulfilling a wishlist proposal of providing audio links that play on click.

With the inline audio player, you can add text-to-speech audio snippets to wiki pages by simply using a tag:

<phonos file="audio file" label="Listen"/>

The above tag will show the text next to a speaker icon, and clicking on it will play the audio instantly without taking you to another page. A common example where you can use this feature is in adding pronunciation to words as illustrated on the English Wiktionary below.

{{audio|en|En-uk-English.oga|Audio (UK)}}

Could become:

<phonos file="En-uk-English.oga" label="Audio (UK)"/>

The inline audio player will be available in your wiki in 2 weeks time; in the meantime, we would like you to read about the features and give us feedback or ask questions about it in this talk page.

Thank you!

UOzurumba (WMF), on behalf of the Foundation's Language team

୦୨:୨୬, ୨୭ ଜୁଲାଇ ୨୦୨୩ (UTC)

Review the Charter for the Universal Code of Conduct Coordinating Committee[ସମ୍ପାଦନା]

Hello all,

I am pleased to share the next step in the Universal Code of Conduct work. The Universal Code of Conduct Coordinating Committee (U4C) draft charter is now ready for your review.

The Enforcement Guidelines require a Building Committee form to draft a charter that outlines procedures and details for a global committee to be called the Universal Code of Conduct Coordinating Committee (U4C). Over the past few months, the U4C Building Committee worked together as a group to discuss and draft the U4C charter. The U4C Building Committee welcomes feedback about the draft charter now through 22 September 2023. After that date, the U4C Building Committee will revise the charter as needed and a community vote will open shortly afterward.

Join the conversation during the conversation hours or on Meta-wiki.

Best,

RamzyM (WMF), on behalf of the U4C Building Committee, ୧୫:୩୬, ୨୮ ଅଗଷ୍ଟ ୨୦୨୩ (UTC)Reply[reply]