ଟାଇମ୍ପୀସ
ଟେବଲ ଉପରେ ବା କାନ୍ଥକୁରାରେ ରଖାଯିବା ଏକପ୍ରକାର ଘଣ୍ଟା —Time-piece.
[ଦ୍ରଷ୍ଟବ୍ୟ —ଏହା ପକେଟ୍ଘଡ଼ି ବା ବାଚ୍ ଠାରୁ ବଡ଼; ଏଥିରେ ସମୟଜ୍ଞାପକ ଘଣ୍ଟି ବାଜେ ନାହିଁ]