ଠିକରେଇବା

ଉଇକିଅଭିଧାନ‌ରୁ
(ଠିକ(ରେ)ଇବାରୁ ଲେଉଟି ଆସିଛି)

ଠିକରେଇବା‌

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

[ ଠିକରା(ରେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଠିକରିବାର ଣିଜନ୍ତରୂପ — ୧. The causative from of 'Ṭhikaribā'.
୨. ଝଲସାଇବା —୨. To dazzle.

କିମ୍ୱା ନୈଶସିନ୍ଧୁ—ବାହୀ ନାବିକର ଆଖି ଠିକରାଇ ରାଧାନାଥ. ମହାଯାତ୍ରା