Jump to content

କର୍ମକାଣ୍ଡ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କର୍ମକାଣ୍ଡ
ଉଚ୍ଚାରଣ: Karmakāṇḍa

ସଂ. ବି. (୬: ଷ୍ଠୀ ତତ୍; କର୍ମ+କାଣ୍ଡ=ସମୂହ) —

୧: ସଦାଚାର; ହିନ୍ଦୁଶାସ୍ତ୍ର ଓ ବେଦୋକ୍ତ ଧର୍ମ— କର୍ମାନୁଷ୍ଠାନ; ନିତ୍ୟନୈମିତ୍ତିକ କ୍ରିୟାକଳାପ — ୧. The body of religious ceremonies prescribed by the Hindu Ṡastras or established by custom.

୨: (ବହୁବ୍ରୀହି) ନିତ୍ୟ ଓ ନୈମିତ୍ତିକ କ୍ରିୟାକଳାପ ସମ୍ବନ୍ଧେ ଉଲ୍ଲେଖ ଥିବା ବେଦର ଅଂଶ — ୨. The part of the Beda which relates to ceremonial acts and sacrificial rites (as opposed to Jn̄ānakāṇḍa which deals with abstract knowledge of the Infinite).

୩: ଜୈମିନିଙ୍କ ପୂର୍ବମୀମାଂସ ବା ଦର୍ଶନ ଶାସ୍ତ୍ର ଗ୍ରନ୍ଥ — ୩. Name of a work on indu philosophy by J&aline;i̱mini.