ପ୍ରଶାନ୍ତ
ଦେଖଣା
ପ୍ରଶାନ୍ତ
ଉଚ୍ଚାରଣ
[ସମ୍ପାଦନା](ପ୍ରଶାନ୍ତା—ସ୍ତ୍ରୀ)
(ପ୍ରଶାନ୍ତ—ବି)
ସଂସ୍କୃତ - ବିଶେଷ୍ୟ - (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]୧. Calm;. smooth; sedate.
- ୨. ଶମତାପ୍ରାପ୍ତ — ୨. Pacified; tranquilised.
- ୩. ଅବ୍ୟାକୁଳ —୩. Unruffled; serene.
- ୪. ନିବୃତ୍ତ; କ୍ଷାନ୍ତ —୪. Ceased.
- ୫. ସମାପ୍ତ —୫. Ended.
- ୬. ମୁକ୍ତ —୬. Relieved; liberated.
- ୭. ଅଚଳ —୭. Immovable.
- ୮. ସ୍ଥିର; ଅଚଳ —୮. Still; motionless (Apte).
- ୯. ବଶୀକୃତ — ୯. Tamed; subdued; quelled (Apte).
- ୧. ମୃତ —୧୦. Dead; deceased (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୮. କୌଣସି ବ୍ୟକ୍ତିକୁ ଦିଆଯିବା ନାମ — ୮. The name given to a certain male person.