ବ(ଟେ)ଇବା

ଉଇକିଅଭିଧାନ ରୁ
Jump to navigation Jump to search

ବ(ଟେ)ଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବର୍ତ୍ତନ୍; ବୃତ୍ତ ଧାତୁ ଣିଜନ୍ତ)[ସମ୍ପାଦନା]

ବାଟିବା କ୍ରିୟାର ଣିଜନ୍ତ ରୂପ —The causative form of 'Bāṭibā'.

୧. ଅନ୍ୟ ବ୍ୟକ୍ତିଦ୍ୱାରା କୌଣସି ପଦାର୍ଥକୁ ଶିଳରେ ପେଷଣ କରାଇବା —୧. To cause a thing to be brui sed or pestled.
୨. ବଟା ବଟି କରବା (ଦେଖ) - ୨. Baṭā baṭi karibā (See)

ଗ୍ରାମ୍ୟ - କ୍ରି.[ସମ୍ପାଦନା]

(ପ ସ୍ଥାନରବ ଉଚ୍ଚାରଣ) ପଠାଇବା — To send.