Jump to content

ମତାଲବି

ଉଇକିଅଭିଧାନ‌ରୁ
(ମ(ତା)ଲ(ବି)ରୁ ଲେଉଟି ଆସିଛି)

ମ(ତା)ଲ(ବି)

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ମତ(ତା)ଲପି(ବି)ୟା—ଅନ୍ୟରୂପ]

ବୈଦେଶିକ - ବିଶେଷଣ - (ଆରବୀ - ମଲତବୀ)

[ସମ୍ପାଦନା]
୧. ଯାହାର ଅଭିସନ୍ଧି ଅଛି —୧. Having an aim armotive in view.
୨. ସ୍ୱେଚ୍ଛାଚାରୀ; ଖିଆଲୀ —୨. Acting according to one's whims; wayward; whimsical.
୩. ଫନ୍ଦୀବାଜ୍; କୂଟବୁଦ୍ଧିଯୁକ୍ତ; କୌଶଳୀ —୩. Strategist; crafty; designing
୪. ସ୍ୱାର୍ଥପର —୪. Selfish.