ଷଡ଼୍‌ଗ୍ରନ୍ଥା

ଉଇକିଅଭିଧାନ‌ରୁ
(ଷଡ୍ଗ୍ରନ୍ଥାରୁ ଲେଉଟି ଆସିଛି)

ଷଡ୍ଗ୍ରନ୍ଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)[ସମ୍ପାଦନା]

୧. ଶ୍ୱେତବଚା; ବଚ —୧. Ṡwet flag; Aehorus Calamus.
୨. ଶଟୀ; ପାଳୁଅ —୨. A sort of Indian arrowroot.
୩. ଏକ ପ୍ରକାର ଗନ୍ଧଶୁଣ୍ଠି — ୩. A sort of sweet scented root.
୪. ମହାକରଞ୍ଜ; ବଡ କରଞ୍ଜ ଗଛ —୪. A tree; Pongamia Indica.
୫. କରଞ୍ଜୀ; ଗିଲ ବା ବରିପୋଲ (କଣ୍ଟକୀ ଗୁଳ୍ମ) —୫. A throny plant; Cisalpina Bonducella.