ମିଡ଼ିଆଉଇକି:Gadgets-prefstext

Page contents not supported in other languages.
ଉଇକିଅଭିଧାନ‌ରୁ

ତଳେ ଆପଣଙ୍କ ଖାତା ଲାଗି କେତେକ ବିଶେଷ ଗ୍ୟାଜେଟର ତାଲିକା ଦିଆଗଲା । ଏହି ଗ୍ୟାଜେଟମାନ ମୂଳତ ଜାଭାସ୍କ୍ରିପ୍ଟକୁ ଆଧାର କରି ତିଆରି, ତେଣୁ ସେମାନଙ୍କୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ନିଜ ବ୍ରାଉଜରରେ ଜାଭାସ୍କ୍ରିପ୍ଟ ସଚଳ କରିବାକୁ ପଡ଼ିବ । ଜାଣିରଖନ୍ତୁ ଯେ ଏହିସବୁ ଗ୍ୟାଜେଟ ଆପଣଙ୍କର ପସନ୍ଦ ପୃଷ୍ଠା ଉପରେ କିଛି ପ୍ରଭାବ ପକାଇବେ ନାହିଁ ।

ଆହୁରି ଜାଣିରଖନ୍ତୁ ଯେ ଏହି ବିଶେଷ ଗ୍ୟାଜେଟସବୁ ମିଡ଼ିଆଉଇକି ସଫ୍ଟଵେର ଅନ୍ତଭୁକ୍ତ ନୁହଁନ୍ତି । ଏହିସବୁ ସାଧାରଣତ ଆପଣଙ୍କ ଆଞ୍ଚଳିକ ଉଇକିର ସଭ୍ୟ ମାନଙ୍କ ଦେଇ ତିଆରି ଓ ପରିଚାଳିତ ହୋଇଥାଏ । ଆଞ୍ଚଳିକ ପରିଚାଳକଗଣ ଗ୍ୟାଜେଟର ସଜ୍ଞାବିବରଣୀସବୁ ବଦଳାଇପାରିବେ ।