ବ୍ୟବହାରକାରୀ:Krupasindhu Muduli

ଉଇକିଅଭିଧାନ‌ରୁ

ମୁଁ ହେଉଛି କୃପାସିନ୍ଧୁ ମୁଦୁଲି। ମୋ ଘର ଭୁବନେସ୍ଵର ରେ ଆଉ ମୁଁ ଭୁବନେସ୍ଵର ରେ ରହୁଛି। ମୁଁ ଡିଜିଟାଲ୍ ଆନିମେସନ୍ ଏବଂ ଭିଏଫେକ୍ସ୍ ଛାତ୍ର ଅଟେ। ଏରେନା ଆନିମେସନ୍ ଏକାଡେମି ରେ ପଢୁଛି। ଛାଞ୍ଚ:Babel