ସକର୍ମକ କ୍ରିୟା

ଉଇକିଅଭିଧାନ‌ରୁ

ସକର୍ମକ କ୍ରିୟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବ୍ୟାକରଣ)[ସମ୍ପାଦନା]

ଯେଉଁ କ୍ରିୟା କୌଣସି କର୍ମକୁ ଅନ୍ୱିତ କରେ —(grammar) Transitive or active verb.

[ଦ୍ରଷ୍ଟବ୍ୟ —କ୍ରିୟା ତିନି ପ୍ରକାରର; ଯଥା—ସକର୍ମକ, ଦ୍ୱିକର୍ମକ ଓ ଅକର୍ମକ ସକର୍ମକ ଯଥା—ରାମ ଭାତ ଖାଉଛି ଦ୍ୱିକର୍ମକ—ମାଆ ରାମକୁ ଭାତ ଖୁଆଉଛନ୍ତି ଅକର୍ମକ—ରାମ ଶୋଇଅଛି]