କଣ୍ଢାଇ
Appearance
କଣ୍ଢାଇ —
ଉଚ୍ଚାରଣ: Kaṇḍhāi
পুতুল
गुड़्डा
ଦେ. ବି. (ତୁଲ. ସଂ.ଗୁଡ଼=ଖେଳିବାର ଗୋଲି) —
ଶିଶୁମାନଙ୍କର କ୍ରିଡ଼ାକରିବା ପାଇଁ କାଠଆଦିରେ ନିର୍ମିତ ପିତୁଳା; କ୍ରୀଡ଼ାପୁତ୍ତଳୀ; ଖେଳନା; ପୁଅପୀଢ଼ା — Dolly; toy.
ବୋଲୁ ରାବଣ ଜ୍ବଳିତ ହୋଇଲା ନଗର ବାହାରିଲେ ସୁକର କଣ୍ଢାଇ ପରକାର—ଭଞ୍ଜ. ବୈଦେହୀଶବିଳାସ