କୃଷି
ଦେଖଣା
କୃଷି —
ଉଚ୍ଚାରଣ: Kṛushi
ସଂ. ବି. (କୃଷ ଧାତୁ=କର୍ଷଣ କରିବା+ଭାବ. ଇ) —
୧: ହଳ ବୁଲାଇବା କର୍ମ —୧. Ploughing.
୨: ଚାଷକର୍ମ —୨. Cultivation; agriculture.
୩: କୃଷିଦ୍ବାରା ଉତ୍ପାଦିତ ଫସଲ —୩. Harvest (M.W.)
୪: ପୃଥିବୀ —୪. The earth (M.W.)
ଦେ. ବି. —
କ୍ଷେତ୍ର; ଭୂମି —Field; cultivated field or holding.