ଗାଞ୍ଜିଆ
ଦେଖଣା
ଗାଞ୍ଜିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗାଞ୍ଜିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଞ୍ଜ)
[ସମ୍ପାଦନା]ଯେଉଁ ସରୁ ଲମ୍ୱା ଜାଲମୁଣିରେ ଟଙ୍ଗା ପଇସା ରଖି ଲୋକେ ଅଣ୍ଟାରେ ଝୁଲାନ୍ତି — A small and long net purse tied to the girdle.
[ଦ୍ରଷ୍ଟବ୍ୟ —ଏହାକୁ ଲୋକେ ଅଣ୍ଟାର କରଧୂନିରେ ବାନ୍ଧି ଲୁଗା— ଭିତରେ ଅଣ୍ଟାରେ ଖୋସି ରଖନ୍ତି]