ଗୋରାପ
ଦେଖଣା
ଗୋରାପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଡ଼ ଜାହାଜ; ୩ ମାସ୍ତୁଲବାଲା ପାଲଟଣା ଜାହାଜ — A big sailing ship with three masts.
ବଡ଼ ଜାହାଜର ନାମ ଗୋରାପ—ଫକୀରମୋହନ. ଗଳ୍ପସ୍ୱଳ୍ପ
[ଦ୍ରଷ୍ଟବ୍ୟ —ଖ୍ରୀଷ୍ଟ ୧୪୧୫: ଶତାବ୍ଦୀରେ ଏ ଜାହାଜ ବଙ୍ଗୋପ— ସାଗରରେ ଚଳପ୍ରଚଳ ହେଉଥିଲା ହିନ୍ଦୀ - ଶବ୍ଦସାଗର]