ଜାପାନ୍

ଉଇକିଅଭିଧାନ‌ରୁ

ଜାପାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ନାମ) (ଇଂ)[ସମ୍ପାଦନା]

ଚୀନ ଓ ଋଷିଆର ପୂର୍ବରେ ପ୍ରଶାନ୍ତ ମହାସାଗରରେ ଥିବା ଦ୍ୱୀପପୁଞ୍ଜ ସମ୍ୱଳିତ ରାଜ୍ୟ —Japan

[ଦ୍ରଷ୍ଟବ୍ୟ —ଏ ଦ୍ୱିପର ଅଧିବାସୀ ମାନେ ଗତ ୨ ବର୍ଷ ମଧ୍ୟରେ ଆଧୁନିକ ଜଗତରେ ଏକ ପରାକ୍ରମଶାଳୀ ସଭ୍ୟ ଜାତି ବୋଲି ଗଣ୍ୟ ହୋଇଅଛନ୍ତି କ୍ୟୁସ୍ୟୁ, ସିକୋକୁ, ହୋଣ୍ଡୋ ଓ ୟେଜା ଏହିଚାରି ଗୋଟି ଦ୍ୱୀପ ଯଥାକ୍ରମେ ଦକ୍ଷିଣରୁ ଉତ୍ତରକୁ ବିସ୍ତୃତ ହୋଇ ଜାପାନ ଦ୍ୱିପପୁଞ୍ଜ ଶୃଷ୍ଟି କରିଅଛି ଏହାର ରାଜଧାନୀ ଟୋକିଓ ଜାପାନୀ ଭାଷାରେ ଏ ଦ୍ୱୀପପିଞିଜର ନାମ ନିପନ୍ ଏହାର ଅଧିବାସୀମାନେ ବୌଦ୍ଧ]