ତଙ୍ଗ୍
ତଙ୍ଗ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷଣ - (ଫାରାସୀ - ଡଂଗ; ତୁଳ. ସଂସ୍କୃତ - ଡଙ୍କ—ଭୟ; ଦୁଃଖ ଓ ସଂସ୍କୃତ - ଢଙ୍ଗ୍ ଧାତୁ)[ସମ୍ପାଦନା]
- ୧. ଦୃଢ଼ — ୧. Fast.
- ୨. ବିକଳ; କିଷ୍ଟ; ଦୁଃଖଜ; ସନ୍ତପ — ୨. Grieved; afflicted.
- ୩. ଚୁସ୍ତ; କସା କସ୍ —୩. Tight; fitting tightly.
- ୪. ସଂକୀର୍ଣ୍ଣ —୪. Narrow.
- ୫. ସଙ୍କୁଚିତ —୫ Contracted.
- ୬. ଅଭାବଗ୍ରସ୍ତ —୬. In want;needy
- ୭. ଅସ୍ଥିର; ବେଚୈନ୍ —୭. Restless
=== ବୈଦେଶିକ - ବିଶେଷ୍ୟ - (ଫା)
ଜିନ୍କୁ ଘୋଡ଼ାର ପିଠିରେ ଦୃଢ଼ କରି ସଂଲଗ୍ନ କରିବା ପାଇଁ ଘୋଡ଼ାର ଛାତି ବାଟେ ବୁଲାଇ ନିଆଯାଇ କସାଯିବା ପଟି; ପେଟୀ —A tape passing around the breast of a horse to keep the saddle tight on its back.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଢଙ୍ଗ; ଛଇ — ୧. Affectation; air; foppery.
- ୨. ଚାଲାଖୀ; ଚତୁରୀ —୨. Shrewdness; cunning.