Jump to content

ତାଲା

ଉଇକିଅଭିଧାନ‌ରୁ

ତାଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ତାଲକ, ତଳକ)—କୋଲପ — Lock; padlock.

[ଦ୍ରଷ୍ଟବ୍ୟ —କିଳିଣୀ, କମାଣୀ; ଦଣ୍ଡୀ ବା ଢିଙ୍କିଆ, ମେରୁ. ଡାଲା, ଛିଟିକିଣୀ ଓ କୁଞ୍ଚଜଳା ତାଲାର ଭିନ୍ନ୍ ଭିନ୍ନ ଅଂଶ ଅଟେ]

୨. (ସଂସ୍କୃତ - ତଳ) କୋଠର ମହଲା — ୨. Storey of a building.

ଦେଶଜ - ବିଶେଷଣ -

[ସମ୍ପାଦନା]

ଏତେ ତଳବିଶିଷ୍ଟ; (ଯଥା—ତିତାଲା କୋଠା) (building) Having so many storys; storied.