ତେର
Appearance
ତେର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ତେଏର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୟୋଦଶ; ପ୍ରା—ତେରହ; ତେରଶ୍)
[ସମ୍ପାଦନା]- ୧. ୧୩: ସଂଖ୍ୟା —୧. Number ୧୩.
- ୨. ତେରବର୍ଷ ବୟସ — ୨. The age of thirteen years.
ବାର ଯାଇ ତେର ପଶିଲା ଦିହରେ ଶକତି ପଶିଲା ଢ଼ଗ
- ୩. ତେର ସଂଖ୍ୟାଯୁକ୍ତ ସନ ବା ଅଙ୍କ — ୩. A year having the figure of ୧୩ in it.
ତରକି ଥିବ ତେରକୁ, ଚଉଦ ପନ୍ଦର କେହି ନ ରହିବ ସତ ଉପୁଜିବ ସତରକୁ ଓଡ଼ିଆରବୀ - ମାଳିକା ବଚନ
ବିଶେଷଣ -
[ସମ୍ପାଦନା]- ୧. ୧୩: ସଂଖ୍ୟକ —୧. Numbering ୧୩.
- ୨. ତ୍ରୟୋଦଶ ସ୍ଥାନୀୟ —୨. Thirteenth.