ତ୍ରିଶିଖ
ଦେଖଣା
ତ୍ରିଶିଖ
ଉଚ୍ଚାରଣ
[ସମ୍ପାଦନା](ତ୍ରିଶିଖା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତ୍ରି+ଶିଖ)
[ସମ୍ପାଦନା]- ୧. ତ୍ରିଶୂଳ — ୧. A trident.
- ୨. କିରୀଟ —୨. A crown.
- ୩. ରାବଣର ପୁତ୍ରବିଶେଷ — ୩. Name of a son of Rābaṇa.
- ୪. ବେଲ ଗଛ — ୪. The Bel tree; Aegle Marmelos.
ବିଶେଷଣ - ପୁଂ. ଓ କ୍ଳୀ
[ସମ୍ପାଦନା]ତିନି ଶାଖାବିଶିଷ୍ଟ — Three forked.