ଦୁଧ

ଉଇକିଅଭିଧାନ‌ରୁ

ଦୁଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଗ୍ଧ)[ସମ୍ପାଦନା]

୧. କ୍ଷୀର; ଦୁଗ୍ଧ — ୧. Milk.

ଦୁଧ ଉତୁରିଲେ ଚୁଲିରେ ପଶେ; ମଣିଷ ଉତୁରିଲେ ଗାତରେ ପଶେ ଢ଼ଗ

୨. ମାତୃସ୍ତନ୍ୟ —୨. Mother's milk.

[ଦ୍ରଷ୍ଟବ୍ୟ —ଶିଶୁମାନଙ୍କ ଚକ୍ଷୁରେ ମାତୃ ସ୍ତନ୍ୟ ଠାରୁ ପ୍ରିୟତର ପଦାର୍ଥ ଆଉ ସଂସାରରେ ନାହିଁ ଏଥିପାଇଁ ଶିଶୁ ଓ ମାତାମାନେ ସ୍ତନ ଓ ସ୍ତନ୍ୟକୁ ଅନେକ ପ୍ରକାର ଗେଲବସରିଆ ନାମ ଦେଇ ଥାଆନ୍ତି ଯଥା; ଦୁଧ, ଦଦ, ଦଦି, ଦଧ, ଦଦନ, ଦଦିଆ, ଦଦନି, ଦଧି, ଦଧିଆ, ଦୁଧ, ଦୁଦ, ଦୁଦି, ଦୁଦିଆ ଇତ୍ୟାଦି ଗଡ଼ଜାତରେ ଦୁଧ କହିଲେ ଲୋକେ କେବଳ ସ୍ତ୍ରୀ ସ୍ତନ ବୋଲି ବୁଝନ୍ତି]

୩. ପହ୍ନା —୩. udder.


୪. ମମା; ସ୍ତନ — ୪. Mamma; the breasts of the female.
୫. ଗଛର କ୍ଷୀର; ଦୁଧ ପରିଧଳା ରସ — ୫. White juice resembling milk; milky juice.