ନୌରୋଜ୍
ଦେଖଣା
ନୌରୋଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନୌରୋଜ୍
|
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ପାରସିକମାନଙ୍କର ନବବର୍ଷାରମ୍ଭ; ମୁସଲମାନମାନଙ୍କର ବର୍ଷର ପ୍ରଥମ ଦିନ — ୧. Mahomedan or Persian New Year's day.
- ୨. ମୁସଲମାନମାନଙ୍କ ନବବର୍ଷାରମ୍ଭ ଦିନ କରାଯିବା ଉତ୍ସବ — ୨. The festival observed by the Mahomedans on the Persian New year's day.