ପ୍ରଶ୍ନ

ଉଇକିଅଭିଧାନ‌ରୁ

ପ୍ରଶ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବି—(ପ୍ରଚ୍ଛ୍ ଧାତୁ=ପଚାରିବା+ଭାବ. ନ)[ସମ୍ପାଦନା]

୧. ପଚାରିବା; ଜିଜ୍ଞାସା; କୌଣସି ବିଷୟ ଜାଣିବାକୁ ଇଚ୍ଛୁକ ବ୍ୟକ୍ତିର ଅନ୍ୟ ବ୍ୟକ୍ତିକୁ ପଚାରାଯିବା ବାକ୍ୟ — ୧. Question; query, interpellation; interogation.
୨. ଅଭିଯୋଗ —୨. Complaint.
୩. ମକଦ୍ଦମାରେ ପୂର୍ବପକ୍ଷ; ସମାଧାନ ନିମିତ୍ତ ଉପସ୍ଥାପିତ ବିଷୟ — ୩. A point at issue; a problem put up for solution; the subject of controversy.
୪. ଉପନିଷଦ୍ ବିଶେଷ — ୪. Name of a Bedānta work.

[ଦ୍ରଷ୍ଟବ୍ୟ —ଏଥିରେ ୬ଟି ପ୍ରଶ୍ନ ଓ ୬ଟି ପ୍ରଶ୍ନର ୬ଟି ଉତ୍ତର ଅଛି; ଏହା ଅଥର୍ବବେଦୀୟ ଏଥିରେ ୬୭ଟି ମନ୍ତ୍ର ଅଛି ଏଥିରେ ପ୍ରଜାପତିଙ୍କଠାରୁ ସୃଷ୍ଟିର ଉତ୍ପତ୍ତି ଓ ଅଦ୍ୱୈତମତ ଅଳଙ୍କାରଦ୍ୱାରା ନିରୂପିତ ହୋଇଅଛି—ହିନ୍ଦୀ - ଶ ]

୫. ଭବିଷ୍ୟତ୍ ଜାଣିବା ପାଇଁ କରାଯିବା ଜିଜ୍ଞାସା — ୫. A question about the future; inquiry about the future (Apte).
୬. ପରୀକ୍ଷାର୍ଥୀମାନଙ୍କୁ ସମାଧାନାର୍ଥ ଦିଆଯିବା ବିଷୟ — ୬. Question put to an examinee.
୭. ମକଦ୍ଦମା ତଦନ୍ତ — ୭. A judicial inquiry or investigation (Apte).
୮. ଟୋକେଇ ବୁଣା କାମ — ୮. Basket work (Apte).

ଅନୁବାଦ[ସମ୍ପାଦନା]

ଦେଶଜ - ବି—(କଚିରିଆ)[ସମ୍ପାଦନା]

୧. ସବାଲ; ଏକ ପକ୍ଷର ଓକିଲ ଅପର ପକ୍ଷର ସାକ୍ଷୀକୁ ଅଦାଲତରେ ଯେଉଁ ବିଷୟମାନ ପଚାରନ୍ତି —୧. Question put in a court by a pleader to a witness.

[ଦ୍ରଷ୍ଟବ୍ୟ —ଏହା ୩ପ୍ରକାର—ମୁଖ୍ୟ ପ୍ରଶ୍ନ —Examination-in-chief; ଜେରା ବା କୂଟ ପ୍ରଶ୍ନ —Cross-examination; ପୁନଃ ପ୍ରଶ୍ନ —Re-examination.]

୨. ଏକ ପକ୍ଷ ଅପର ପକ୍ଷକୁ ମକଦ୍ଦମା ସମ୍ୱନ୍ଧରେ କୌଣସି ସମ୍ୱାଦ ଜାଣିବା ପାଇଁ ଯେଉଁ ଲିଖିତ ଜିଜ୍ଞାସା କରେ — Interrogatory.