ପ୍ରାଣୀ
ଦେଖଣା
ପ୍ରାଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପ୍ରାଣ+ଅଛି ଅର୍ଥରେ ଇନ ବା ପ୍ର+ଅନ୍ ଧାତୁ= ବଞ୍ଚିବା+କର୍ତ୍ତୃ. ଇନ; ୧ମା. ୧ବ.)
[ସମ୍ପାଦନା]ଚେତନ ; ପ୍ରାଣିବିଶିଷ୍ଟ; ଜୀବିତ — Living; sentient.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜୀବ; ଜନ୍ତୁ — Animal; living being.
ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ)
[ସମ୍ପାଦନା]ବ୍ୟକ୍ତି; ଲୋକ — Person.
ତାଙ୍କ ଘରେ ସେ ତିନି ପ୍ରାଣୀ ଓପାସ କୁନ୍ତଳାକୁମାରୀ, ନଅଭୁଣ୍ଡୀ