Jump to content

ବତକ

ଉଇକିଅଭିଧାନ‌ରୁ

ବତକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

(ଆରବୀ - ବତକା) କୁଜି ହଂସ; ପାତିହଂସ — Gander.

[ ଦ୍ର—ଏହା ହଂସ ଜାତୀୟ କ୍ଷୁଦ୍ର ସନ୍ତରଣକାରୀ ପକ୍ଷୀ; ରଙ୍ଗ ଧଳା; ଲିପ୍ତ ପାଦ; ଥଣ୍ଟା ଚେପ୍ଟା; ଥଣ୍ଟ ଓ ଗୋଡ଼ ହଳଦିଆମିଶା ନାଲିଆ ]