ବହି
ବିଶେଷ
ବହୁତ ଗୁଡିଏ କାଗଜ ଫର୍ଦକୁ ନେଇ ଗଠିତ ହୋଇଥିବା ଓ ହାଥ ଲେଖା କିମ୍ବା print କରାଯାଇଥିବା ବିଡାକୁ ବହି କୁହାଯାଏ
ବହି
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷ୍ୟ - (ଆରବୀ - ବହୀ=ଈଶ୍ୱର ବାଣୀ, କୋରାନ୍; ତୁଳ. ଇଂ ବୁକ୍;ସଂସ୍କୃତ - ବେଦ; ବଦ୍ଧ ପୁସ୍ତକ)[ସମ୍ପାଦନା]
- ୧. କିତାପ; ଗ୍ରନ୍ଥ; ପୁସ୍ତକ —୧. Book.
- ୨. ଲେଖା ଖାତା —୨. A manuscript book.
- ୩. ବନ୍ଧା ବହି —୩. Bound book.
- ୪. ହିସାବ ପୁସ୍ତକ —୪. Account book,
- ୫. ବ୍ୟବସାୟର ଆୟ ବ୍ୟୟର ହିସାବ କିତାପ — ୫. Business accouts.