ଭାତ
Appearance
ଭାତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଭା ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ପ୍ରକାଶିତ; ପ୍ରତିଭାତ —୧. Displayed; manifested; shining; resplendent.
- ୨. ଦୀପ୍ତ; ଆଲୋକିତ —୨. Lighted; illuminated.
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପ୍ରଭାତ; ସକାଳ —Morning; dawn.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭକ୍ତ; ପ୍ରା. ଭତ୍ତ)
[ସମ୍ପାଦନା]- ୧. ସିଦ୍ଧ ତଣ୍ଡୂଳ; ଅନ୍ନ; ରନ୍ଧା ହୋଇଥିବା ଚାଉଳ —୧. Boiled rice.
- ୨. (ସୂଚିତାର୍ଥ) ଖାଦ୍ୟ —୨. Food;
(ଉ—ଦିନକୁ ଯାର ଘରେ ନ ଥାଏଟି ଭାତ; ବ୍ୟର୍ଥ ଅଟେ ବାବୁହେ ! ତାହାର ଜୀବିତ କୃଷ୍ଣସିଂହ. ମହାଭାରତ. ଉଦ୍ୟୋଗ)
- ୩. ଦାନା; ଜୀବିକା— ନିର୍ବାହର ଉପାୟ —୩. Means of living; livelihood.