ମକା
ଦେଖଣା
ମକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମକା
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଧାନ୍ୟାଦି ବର୍ଗର ଶସ୍ୟବିଶେଷ — ୧. Indian core; maize; Zea mays;
[ଦ୍ରଷ୍ଟବ୍ୟ —ଏହାର ଗଛ ଓ ପତ୍ର ଛୋଟ ଆଖୁ ଗଛ ପରି; ପ୍ରତ୍ୟେକ ଗଣ୍ଠିରୁ ଆବରଣାବୃତ ଲମ୍ୱା ଫଳ ବାହାରେ ଓ ଉକ୍ତ ଫଳର ଚାରି ପାଖରେ ଦାନ୍ତ ପରି ମଞ୍ଜି ମାନ ଘନ ହୋଇ ଲାଗିଥାଏ; ଖୋସା [ବୀଜକୋଷ]ର ଅଗରୁ ଗୁଡ଼ିଏ କେଶ ପରି ସରୁ ଲମ୍ୱ ସୂତ୍ର ବାହାରିଥାଏ ଏ ଗଛର ନିବାସ ଆମେରିକା]
- ୨. [ନାମ [ଆରବ ଦେଶର ରାଜଧାନୀ — ୨. Mecca in Arabia.
[ ଦ୍ର—ଏହା ମୁସଲମାନ ଧର୍ମପ୍ରବର୍ତ୍ତ ମହମ୍ମଦଙ୍କ ଜନ୍ମ ସ୍ଥାନ ଓ ମୁଲମାନଙ୍କର ପ୍ରସିଦ୍ଧ ତୀର୍ଥ ଏଠାର ମୁସଲମାନ୍ ଧର୍ମମନ୍ଦିରକୁ କାବା ବୋଲାଯାଏ ଓ ପ୍ରତ୍ୟେକ ମୁସଲମାନ୍ ଦୈନିକ ନମାଜ (ସ୍ତୋତ୍ରପାଠ) କଲାବେଳେ ଏହି ନଗର ଦିଗକୁ ମୁହଁ କରନ୍ତି]
ମକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମକା
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଥର; ଦଫା — ୧. Time.
[ଉ—ଆରେ ଚେଡ଼ୀପୋ ମିସ୍ତିରୀ ତିନି ଟଙ୍କା ମୂଲକୁ ଚାରିମକା ଦସ୍ତୁରୀ ଢ଼ଗ]
- ୨. ପଞ୍ଚା; ଦଳ — ୨. Group; herd; flock;party.
- ୩. ବୁଦା — ୩. Busb.
[ଉ—ତନ୍ତୁରେ ରହିଅଛି ଏକ ଦେଣା ମୋକା, ତାହାକୁ ଆଶ୍ରେ କରି ଅଛନ୍ତି ସେ ଏକା କୃଷ୍ଣସିଂହ ସହାଭାରତ. ଆଦି]
- ୪. ମୁଖି; ବଦ୍ଧ ମୁଷ୍ଟିଦ୍ୱାରା କୌଣସି ବ୍ୟକ୍ତିର ମୁଖରେ ଆଘାତ — ୪. A blow on the face with clenched fist.
ବୈଦେଶିକ - ବି—(ଆରବୀ - ମୌକା)
[ସମ୍ପାଦନା]- ୧. ସୁବିଧା, ସୁଯୋଗ — ୧. Opportunity.
- ୨. ଅବସର —୨. Leisure.
=== ପ୍ରାଦେଶିକ - (ଗଡ଼ଜାତ)
ଗୁଚ୍ଛ; ବିଡ଼ା — Cluster; bundle.
ପ୍ରାଦେଶିକ -(ଅଳି)—ବି
[ସମ୍ପାଦନା]ପ୍ରଗନ୍ନା; ଗ୍ରାମପୁଞ୍ଜ — Fiscal division.