Jump to content

ମହାଦେଶ

ଉଇକିଅଭିଧାନ‌ରୁ

ମହାଦେଶ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଭୁଗୋଳ)

[ସମ୍ପାଦନା]

ବହୁଦେଶର ସମଷ୍ଟି; ଯେଉଁ ବିସ୍ତୀର୍ଣ୍ଣ ଭୁଖଣ୍ଡରେ ଅନେକ ଦେଶ ଥାଏ —Continent.

(ଯଥା—ଆସିଆ, ଇଉରୋପ, ଆଫ୍ରିକା, ଆମେରିକା )