ମୁକ୍ତି
ଦେଖଣା
ମୁକ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ—(ମୁଚ୍ ଧାତୁ=ବନ୍ଧନ ଫିଟାଇବା+ଭାବ.ତି)
[ସମ୍ପାଦନା]- ୧. କାରମୋଚନ —୧. Deliverance from cofinement.
- ୨. ବନ୍ଧନ ମୋଚନ —୨. Liberation from bondage.
- ୩. ନିଷ୍କୃତି; ଦୁଃଖ ବୃତ୍ତି;ଦୁଃଖର ବା ବିପଦରୁ ଉଦ୍ଧାର —୩. Cessation of pain or trouble; deliverance from pain or danger.
- ୪. ପରିକ୍ରାଣ; ମୋକ୍ଷ; କୈବଲ୍ୟ; ଅପବର୍ଗ —୪. Final beatitude attained by the soul; salvation.
- ୫. ଜନ୍ମମରଣରୂପ ସଂସାର ବନ୍ଧନରୁ ବିମୁକ୍ତି; ପରଜନ୍ମରୂପ ବନ୍ଧନରୁ ଉଦ୍ଧାରପ୍ରାପ୍ତି — ୫. The liberation of the soul from the necessity of rebirth in future.
- ୬. ସ୍ୱୀଧୀ- ନତା ଲାଭ —୬. Emancipation; attainment of freedom.