Jump to content

ଲକ୍ଷ୍ୟହୀନ

ଉଇକିଅଭିଧାନ‌ରୁ

ଲକ୍ଷ୍ୟହୀନ

ଉଚ୍ଚାରଣ

[ସମ୍ପାଦନା]

(ଲକ୍ଷ୍ୟବିହୀନ—ଅନ୍ୟରୂପ)

(ଲକ୍ଷ୍ୟ ହୀନତା, ଲକ୍ଷବିହୀନତା—ବି)

(ଲକ୍ଷ୍ୟହୀନା, ଲକ୍ଷ୍ୟବିହୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଲକ୍ଷ୍ୟ +ହୀନ)

[ସମ୍ପାଦନା]

ଉଦ୍ଦେଶ୍ୟ ହୀନ; ଯାହାର ବା ଯେଉଁ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥାଏ — Aimless.