Jump to content

ଲୁଙ୍ଗି

ଉଇକିଅଭିଧାନ‌ରୁ

ଲୁଙ୍ଗି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]

ମୁଷଲମାନ୍ ପୁରୁଷମାନଙ୍କର ପିନ୍ଧିବା ଅଳ୍ପ ଲମ୍ୱ ଚିତ୍ରିତ ବସ୍ତ୍ର —A small coloured cloth worn by Mahomedans.

[ଦ୍ରଷ୍ଟବ୍ୟ — ଏହା ପ୍ରାୟ ଚାରିହାତ ଲମ୍ୱ; ଏହାକୁ କେବଳ ଅଣ୍ଟା ଚାରିପାଖେ ଗୁଡ଼ାଇବାକୁ ହୁଏ, କଛା ଓ କୁଞ୍ଚ ମାରି ହୁଏ ନାହିଁ]