ଶାହା
ଦେଖଣା
ଶାହା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାଖା)
[ସମ୍ପାଦନା]- ୧. ଶାଖା —୧. Branch.
- ୨. ଶଗଡ଼ର ଫଳି —୨. The cross bars put between the shafts of bullock carts.
- ୩. (ସଂସ୍କୃତ - ସହାୟ)—ସହାୟ —୩. Help.
- ୪. (ସଂସ୍କୃତ - ଶ୍ୱାସ)—ଜୀବନ; ଜୀବନୀ ଶକ୍ତି; ପ୍ରାଣବାୟୁ — ୪. Life; vitality; life-breath.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. (ଫା)—ପାରସ୍ୟର ରାଜାଙ୍କ ଉପାଧି —୧. Title of the kings of Persia.
- ୨. (ଫା) ରାଜା —୨. King.